କାଳିଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର (କେନ୍ୟୁଜ୍) : ଯୋଜନା ଘୋଷଣା ହେଲା। ୧୦ ଦିନ ଭିତରେ ତାହା କାର୍ଯ୍ୟକାରୀ ହେଲା। ଏଥିରୁ ସ୍ପଷ୍ଟ, କେତେ ଗୁରୁତ୍ୱପୂର୍ଣ୍ଣ କାଳିଆ ସ୍କିମ୍। ଚାଷୀଙ୍କୁ ସହାୟତା ପାଇଁ ଥିବା କାଳିଆ ସ୍କିମ୍କୁ ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ୯୨ ପ୍ରତିଶତ ଚାଷୀ ଏଥିରୁ ଉପକୃତ…