Browsing Tag

inauguration

ଏସ୍‌ସିବି ମେଡିକାଲ ହେବ ଏମସ୍‌ ପ୍ଲସ୍‌, ଖୁବ୍‌ଶୀଘ୍ର ଆରମ୍ଭ ହେବ ରିଙ୍ଗରୋଡ୍‌ ୬ ଥାକିଆ ରାସ୍ତା

କେନ୍ୟୁଜ (ବ୍ୟୁରୋ): ଏସସିବି ମେଡିକାଲ ହେବ ଏମସ୍‌ ପ୍ଲସ୍‌ । କଟକ ସହରର ପ୍ରାରମ୍ଭିକ କାର୍ଯ୍ୟ ଭାବେ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ତିନି ଥାକିଆ ରାସ୍ତାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୋବ୍ରା ବ୍ୟାରେଜଠାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ଏହି ରାସ୍ତା ହୋଇଛି । ଏହାପରେ ରାଣୀହାଟ…

ଶିଳ୍ପାୟନ ପାଇଁ ନବମ ପର୍ଯ୍ୟାୟରେ ୧୦ କ୍ଷେତ୍ରରେ ୨୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ, ଖାରବେଳ ଭବନରେ…

କେନ୍ୟୁଜ୍(ବ୍ୟୁରୋ): ଶିଳ୍ପାୟନ ପାଇଁ ନବମ ପର୍ଯ୍ୟାୟରେ ୧୦ କ୍ଷେତ୍ରରେ ୨୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ । ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବୌଦ୍ଧର ଆଦିତ୍ୟ ବିର୍ଲା ରିନେବୁଲ, ଯାଜପୁରର ଜିନ୍ଦଲ…

ଆନୁଷ୍ଠାନିକ ଭାବେ ଉଦଘାଟନ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଭିଡିଓ କନଫରେନ୍‌ସିଂରେ ଉଦଘାଟନ କଲେ…

କେନ୍ୟୁଜ୍(ବ୍ୟୁରୋ): ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା । ଭିଡିଓ କନଫରେନ୍‌ସିଂରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି ବୋଲି କହିଛନ୍ତି । ଖେଲୋ…

ଆନାଥାଶ୍ରମ ପିଲାଙ୍କ ହାତରେ କାଟିଲେ ଫିତା, ଏଭଳି କାର୍ଯ୍ୟକୁ ସମସ୍ତଙ୍କ ପ୍ରଶଂସା

ଭୁବନେଶ୍ୱର : ଏକ ନିଆରା ପ୍ରୟାସ । ଅନାଥାଶ୍ରମ ପିଲାଙ୍କ ହାତରେ ହେଲା ଔଷଧ ଦୋକାନ ଉଦଘାଟନ । ଭୁବନେଶ୍ୱର ସ୍ଥିତ ପଣ୍ଡା ମେଡିକାଲ ଷ୍ଟୋର୍‌ର ନୂତନ ସୋ ରୁମ୍‌କୁ ଏଭଳି ଭାବେ ଶୁଭାରମ୍ଭ କରିଛନ୍ତି ଏହାର ମାଲିକ ପ୍ରଶାନ୍ତ କୁମାର ପଣ୍ଡା । ଆଜି ଇନ୍ଦ୍ରଧନୁ ମାର୍କେଟ୍‌ ନିକଟସ୍ଥ ତାଙ୍କର ଦୋକନକୁ…

ଏଥିର ଖଜଣା ଦେବା ହୋଇଯିବ ସହଜ, ‘ପାଉତି’ ଆପ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ‘ପାଉତି’ ଆପ ଉନ୍ମୋଚିତ । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଥିରେ ଲୋକମାନେ ନିଜ ଜମି ପାଇଁ ଖଜଣା ଦେଇପାରିବେ । ଜାତିଗତ, ବାସିନ୍ଦା, ଆୟ ଆଦି ପ୍ରମାଣପତ୍ର ପାଇଁ ଯେ କୌଣସି ସ୍ଥାନରୁ ଅନଲାଇନ ମାଧ୍ୟମରେ ଜନସାଧାରଣ ଆବେଦନ…

ଉଦ୍‌ଘାଟିତ ହେଲା ଯାଜପୁରର ଧର୍ମଶାଳା ମହୋତ୍ସବ, ସୃଷ୍ଟି କଲା ବାଲିଯାତ୍ରା ମହୋତ୍ସବର ଭ୍ରମ

ଯାଜପୁର(କେନ୍ୟୁଜ): ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‌ଘାଟିତ ହୋଇଯାଇଛି ଯାଜପୁର ଜିଲ୍ଲାର ଧର୍ମଶାଳା ମହୋତ୍ସବ । କଳା, ଐତିହ୍ୟ ଓ ପ୍ରତିଭାର ମହାମିଳନ ହେଉଛି ଏହି ମହୋତ୍ସବ । ଆଜି ସଂଧ୍ୟାରେ ପଂଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ।…

ନବୀନଙ୍କ ରାଜନୈତିକ ଜୀବନ ଉପରେ ପୁଣି ଏକ ପୁସ୍ତକ, ବାଚସ୍ପତିଙ୍କ କାର୍ଯ୍ୟାଳୟରେ ହେଲା ଉନ୍ମୋଚନ

ଭୁବନେଶ୍ବର(କେନ୍ୟୁଜ୍):  ଲଗାତାର ୫ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସି ରେକର୍ଡ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ରାଜନୈତିକ ଜୀବନ ଉପରେ ଆଧାର କରି ପୁସ୍ତକ ରଚନା କରିଛନ୍ତି ପଣ୍ଡିତ ଦୈତ୍ୟାରି ମହାପାତ୍ର । ବିଧାନସଭା ବାଚସ୍ପତିଙ୍କ…

ଆରମ୍ଭ ହେଲା ପରୀ ପାଇଁ କଥାଟିଏ ଅଭିଯାନ, ରାଜ୍ୟ ପୋଲିସ ଭବନରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମହିଳା ଓ ଶିଶୁ ସୁରକ୍ଷା ନେଇ କର୍ମଶାଳା। ରାଜ୍ୟ ପୋଲିସ ଭବନରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପରୀ ପାଇଁ କଥାଟିଏ ତୃତୀୟ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଡକ୍ୟୁମେଣ୍ଟାରୀ ଫିଲ୍ମ, କଫି ଟେବୁଲ ବୁକ ଓ…

ପୁସ୍ତକ ଉନ୍ମୋଚନ ଉତ୍ସବରେ ଏକାଠି ହେଲେ ବିଜେପି ଓ ବିଜେଡି ସାଂସଦ

ପୁଣି ଏକାଠି ବିଜେପି ଓ ବିଜେଡି ସାଂସଦ । ଏଥର ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ । ପଣ୍ଡିତ ପ୍ରୋବୋଧ କୁମାର ମିଶ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକ ଓ ମଦର, ମଦର ଲ୍ୟାଣ୍ଡକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ…