ଶାସ୍ତ୍ର ଅନୁସାରେ ସକାଳୁ ସକାଳୁ ଗର୍ଭବତୀ ନାରୀ କିମ୍ବା ଲଙ୍ଗଳା ମଣିଷକୁ ଦେଖିଲେ ଘୋର ଅଶୁଭ ହୋଇଥାଏ
ପ୍ରାଚୀନ କାଳରୁ ଏହି ମାନ୍ୟତା ରହିଆସିଛି କି, ଯଦି ଆପଣଙ୍କ ସକାଳ ଭଲରେ କଟୁଛି, ତା'ହେଲେ ପୂରା ଦିନ ହିଁ ଭଲରେ କଟିବ। ଶାସ୍ତ୍ରରେ ଏହା ବି ଲେଖା ହୋଇଛି ଯେ କେଉଁ କେଉଁ ଜିନିଷକୁ ଆପଣ ସକାଳେ ଦେଖିଲେ ଆପଣଙ୍କ ପାଇଁ ଅଶୁଭ ହୋଇଥାଏ। ଆଜି ଆମେ ଆପଣଙ୍କୁ ସେହି ଅଶୁଭ ଜିନିଷ ବିଷୟରେ କହିବାକୁ…