ଥରେ ନିଶ୍ଚୟ ଦେଖନ୍ତୁ ଭିଡିଓ: ପାପା କୁନାଲ୍ଙ୍କ ସହିତ କିପରି ଅଜବ ଭାଷାରେ କଥା ହେଉଛନ୍ତି ଇନାୟା ଖେମୁ
ଭାଇ-ଭଉଣୀ ତୈମୁର ଅଲ୍ଲୀ ଖାନ୍ ଓ ଇନାୟା ଖେମୁଙ୍କ ଯୋଡ଼ି ଇଣ୍ଟରନେଟ୍ରେ ଖୁବ୍ ପପୁଲାର୍। ତୈମୁରଙ୍କ ଭଳି ଇନାୟାଙ୍କର ମଧ୍ୟ କ୍ୟୁଟ୍ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥାଏ। କିଛି ମାସ ପୂର୍ବରୁ ଇନାୟା ଗାୟତ୍ରୀ ମନ୍ତ୍ରୀ ଗାଉଥିବାର ଏକ ଭିଡିଓ ଖୁବ୍ ଭାଇରାଲ…