ବାସ୍ତୁ: ଘରର ଏହି ଦିଗରେ ସର୍ବଦା ଜଳାନ୍ତୁ ଅଗରବତି, ସୁସ୍ଥ ରହିବେ ପରିବାର ସଦସ୍ୟ
ବାସ୍ତୁଶାସ୍ତ୍ର ହିସାବରେ ଘରେ କୌଣସି ଭଙ୍ଗାରୁଜା ଜିନିଷ କିମ୍ବା ଖରାପ ବସ୍ତୁ ରଖିବା ଉଚିତ ନୁହେଁ। କାରଣ, ଏହାକୁ ଅଶୁଭ ବୋଲି ଗଣାଯାଏ। ଘରର ଖରାପ ବସ୍ତୁ ଆପଣଙ୍କଠାରୁ ଆପଣଙ୍କ ଖୁସି ଛଡ଼ାଇ ନେଇଥାଏ। ଏଥିପାଇଁ ଯଦି ଆପଣ ଚାହାଁନ୍ତି କି, ଆପଣଙ୍କ ଖୁସିକୁ କାହାର ନଜର ନ ଲାଗୁ, ତା'ହେଲେ…