ପୂଜା ଘରେ ବାରମ୍ବାର ଅଗରବତୀ ଜଳାଇବାର ସ୍ଥାନ ପରିବର୍ତ୍ତନ କରନ୍ତୁ ନାହିଁ, ଜାଣନ୍ତୁ କ’ଣ ରହିଛି ବାସ୍ତୁ ନିୟମ
ହିନ୍ଦୁ ଧର୍ମରେ ପୂଜା କରିବା ସମୟରେ ଧୂପ କମ୍ବା ଅଗରବତୀକୁ ବ୍ଯବହାର କରାଯାଏ। ଯାହା ସଂପୂର୍ଣ୍ଣ ଘରେ ସୁଗନ୍ଧ ଭରିଦିଏ। ପୂଜା ସମୟରେ ଅଗରବତୀ ଜଳାଇବା ବହୁତ ଜରୁରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଅଗରବତୀ କେବଳ ସୁଗନ୍ଧ ପାଇଁ ବ୍ଯବହାର କରାଯାଏ ନାହିଁ। ଏହାଦ୍ବାରା ଅନେକ ଶୁଭଲାଭ…