Browsing Tag

income

ପ୍ରେମ ଭରା ମେସେଜ ପଠାଇ ମହିଳା ମାସକୁ ଇନକମ୍ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ମେସେଜ ପଠାଇ ବେଲି ହଣ୍ଟର ନାମକ ଜଣେ ମହିଳା ଦିନକୁ ଇନକମ୍ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଆପଣଙ୍କୁ ହୁଏତ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ହିଁ ସତ, ଏକ ଖବର ଅନୁଯାୟୀ ଏପରି ଦେଖିବାକୁ ମିଳିଛି ଆମେରିକାରେ । ନିଜେ ମେସେଜ କରି ଟଙ୍କା ରୋଜଗାର କରିବା କଥା ବେଲି ନିଜେ ତାଙ୍କର…

୧୦ ବର୍ଷର ଝିଅ କମାଉଛି ଲକ୍ଷ ଲକ୍ଷ ଟଙ୍କା !

କିଛି କରି ଦେଖାଇବା ପାଇଁ ବୟସ ବାଧକ ନୁହେଁ । ଦୁନିଆ ଆଗରେ ନିଜକୁ ପ୍ରମାଣିତ କରି ଦେଖାଇବା ପାଇଁ କେବଳ ସ୍ବପ୍ନର ବ୍ଲୁ ପ୍ରିଣ୍ଟ ଓ ତାକୁ ପୂରା କରିବାର ପ୍ରତିବଦ୍ଧତା ହିଁ ଦରକାର ।ବୟସ ମାତ୍ର ୧୦ । କିନ୍ତୁ କୁନି ବୟସରେ ସେ ମିଲେନିୟର । ଲକ୍ଷ ଲକ୍ଷ ଟଙ୍କାର ମାଲିକ । ଆପଣ ଭାବୁଥୁବେ ୧୦…