Browsing Tag

income tax department

୨୫ ମେ ରେ ଲାଗୁ ହେଲା ସରକାରଙ୍କ ନୂଆ ନିୟମ, ଏବେ ବିନା ପାନ୍‌ ଓ ଆଧାର କାର୍ଡରେ ଆପଣ ଟଙ୍କା ଜମା କରିପାରିବେ ନାହିଁ

ଦେଶରେ ଲାଗୁ ହେବାକୁ ଯାଉଛି ବ୍ୟାଙ୍କ ଓ ପୋଷ୍ଟ ଅଫିସକୁ ନେଇ ନୁଆ ନିୟମ। ଏବେ ଏହି ସବୁ ସେକ୍ଟରରେ ଅଧିକ ଟଙ୍କା ଜମା କଲେ ଆପଣଙ୍କ ପାନ ଓ ଆଧାର କାର୍ଡ ଦେଖାଇବା ବାଧ୍ୟତାମୂଳକ ହେବ। ଚଳିତ ବର୍ଷ ଆର୍ଥିକ କାରବାରକୁ ନେଇ ଡିପାର୍ଟମେଣ୍ଟ ତରଫରୁ ନୂଆ ନିୟମ ଆରମ୍ଭ ହୋଇଛି। ଏହି ନିୟମ ଅନୁଯାୟୀ…

ଡିଗ୍ରୀ କରିଥିଲେ ଇନକମ୍‌ ଟାକ୍ସ ଇନ୍ସପେକ୍ଟର ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କେମିତି କରିବେ

ଇନକମ୍‌ ଟାକ୍ସରେ ଚାକିରି କରିବାକୁ ଇଚ୍ଛୁକ କି ? ଇନକମ୍‌ ଟାକ୍ସ ବିଭାଗରେ ଖାଲିପଡିଛି ଟାକ୍ସ ଇନ୍ସପେକ୍ଟର ସହିତ ଅନ୍ୟ ପଦବୀ। ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୧୮ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ ଅଧିକାରକ ୱେବସାଇଟ୍‌…

ସରକାର ଫେରସ୍ତ କରିଛନ୍ତି ୩୬ ହଜାର କୋଟି ଟଙ୍କା, ଏମିତି ଭାବରେ ଷ୍ଟାଟସ ଚେକ୍‌ କରନ୍ତୁ

ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଚଳିତ ବର୍ଷ ପାଖାପାଖି ଦେଶର ୯୯ ଲକ୍ଷ ଲୋକଙ୍କର ଟଙ୍କା ଫେରାଇଛି । ୧.୧୫ କୋଟି ଟଙ୍କାରୁ ଅଧିକ ଟ୍ୟାକ୍ସ ରିଫଣ୍ଡ କରିଛି । ଆୟକର ବିଭାଗ ଟ୍ୱିଟ୍ କରି କହିଛି କି କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ୯୮.୯୦ ଲକ୍ଷରୁ ଅଧିକ ଟିକସଦାତାଙ୍କୁ ୧…

ଆୟକର ବିଭାଗ ଜାରି କଲା ୧.୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରିଫଣ୍ଡ, ଆପଣଙ୍କର ଆସିଛି କି ଟଙ୍କା ?ଫଟାଫଟ୍‌ ଯାଞ୍ଚ କରନ୍ତୁ…

ଆୟକର ବିଭାଗ ଚଳିତ ବିତ୍ତୀୟ ବର୍ଷରେ ଏବେ ସୁଦ୍ଧା ୯୮ ଲକ୍ଷରୁ ଅଧିକ କରଦାତାଙ୍କୁ ୧.୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରିଫଣ୍ଡ ଜାରି କରିଛି। ଏଥି ମଧ୍ୟରୁ ୧୨,୬୧୬.୭୯ କୋଟି ଟଙ୍କାର ୬୫.୩୧ ଲକ୍ଷ ରିଫଣ୍ଡ ୨୦୨୦-୨୧ (ଆକଳନ ବର୍ଷ ୨୦୨୧-୨୨)ର ରହିଛି। ବିଭାଗ ଏକ ଟ୍ଵିଟ୍‌ରେ କହିଛି କି, କେନ୍ଦ୍ରୀୟ…

ବିନା ପରୀକ୍ଷାରେ ଆୟକର ବିଭାଗରେ ନିଯୁକ୍ତି ସୁଯୋଗ, ଦରମା ଲକ୍ଷେରୁ ଅଧିକ

ଆୟକର ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଆୟକର ବିଭାଗରେ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ, ଉତ୍ତର ପ୍ରଦେଶ(ପୂର୍ବ), ଲକ୍ଷ୍ନୌରେ ଆୟକର ନିରୀକ୍ଷକ, ଟ୍ୟାକ୍ସ ଆସିଷ୍ଟାଣ୍ଟ ଓ ମଲ୍ଟି ଟାସ୍କିଂ ଷ୍ଟାଫ୍‌ ଭାବେ ସ୍ପୋର୍ଟସ ପର୍ସନଙ୍କୁ ଚାକିରି ମିଳିବ। ଇଚ୍ଛୁକ ତଥା…

ଆୟକର ବିଭାଗରେ ଖାଲି ପଡ଼ିଛି ଶତାଧିକ ପଦ, ୧୦ମ ପାସ୍ କରିଥିଲେ ଆଜି ହିଁ କରନ୍ତୁ ଆବେଦନ

ଆୟକର ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଆୟକର ବିଭାଗରେ ଖାଲି ପଡ଼ିଛି ଅନେକ ପଦ ପଦବୀ। ଏଥିପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଏଥି ପାଇଁ ଆବେଦନ କରିନିଅନ୍ତୁ। ମୁମ୍ବାଇ ସ୍ଥିତ ମୁଖ୍ୟ ଆୟକର ଆୟୁକ୍ତ ପକ୍ଷରୁ ସ୍ପୋର୍ଟସ କୋଟାରେ ମଲ୍ଟି…

ଇନକମ ଟ୍ୟାକ୍ସ ବିଭାଗରେ ଚାକିରୀ ପାଇଁ ଆଶାୟୀ କି, ତେବେ ତୁରନ୍ତ କରନ୍ତୁ ଆବେଦନ

ଅଧିକାଂଶ ଯୁବପିଢ଼ିଙ୍କର ସରକାରୀ ଚାକିରୀ ଟିଏ କରିବାକୁ ଇଚ୍ଛା ଥାଏ । ସରକାରୀ ଚାକିରୀ ଟିଏ ମିଳିଗଲେ ଲାଗେ ଯେମିତି ଭାଗ୍ୟ ବଦଳି ଗଲା । ଆଉ ଯଦି ଥରେ ଚାନ୍ସ ମିଳିଯାଏ ତାକୁ ନଛାଡିବା ହିଁ ବୁଦ୍ଧିମାନର କଥା । ଆଉ ଆପଣଙ୍କ ପାଇଁ ଏମିତି ଏକ ସୁଯୋଗ ଆସିଛି । ଆୟକର ବିଭାଗ ୧୫୫ ଟି ପଦ ପାଇଁ…

ଆୟକର ବିଭାଗର ନିୟମ: ଜୁନ୍ ୩୦ ପୂର୍ବରୁ ସାରି ଦିଅନ୍ତୁ ଏହି କାମ, ନଚେତ ଗଣିବେ ମୋଟା ଅଙ୍କର ଜରିମାନା

ଦେଶର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରୁ ଆଧାର କାର୍ଡ ଓ ପାନ୍ କାର୍ଡ ହେଉଛି ଅନ୍ୟତମ । ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲଠାରୁ ନେଇ ବ୍ୟାଙ୍କିଙ୍ଗ କାରବାର ପାଇଁ ପାନ୍ କାର୍ଡ ରହିବା ଆବଶ୍ୟକ । ଏହା ବ୍ୟତିତ ଅନ୍ୟ କେତେକ ଆର୍ଥିକ କାମ ପାଇଁ ପାନ୍ କାର୍ଡ ବାଧ୍ୟତାମୂଳକ ହୋଇଥାଏ । ଏହା…

୭ ଜୁନ୍‌ରୁ ଇନ୍‌କମ୍‌ ଟ୍ୟାକ୍ସ ବିଭାଗ ଲଞ୍ଚ୍‌ କରିବ ନୂଆ େଓ୍ଵବସାଇଟ୍‌, ଯୋଡ଼ା ହେବ କିଛି ନୂଆ ଫିଚର୍ସ

ନୂଆଦିଲ୍ଲୀ :  ଇନ୍‌କମ୍‌ ଟ୍ୟାକ୍ସ ବିଭାଗ ସୋମବାର ୭ ଜୁନ୍‌ରୁ ଲଞ୍ଚ୍‌ କରିବ ନୂଆ େଓ୍ଵବସାଇଟ୍‌ । ଏହି େଓ୍ଵବସାଇଟ ମାଧ୍ୟମରେ ୟୁଜର୍ସ ପୁଣି ଥରେ ଟ୍ୟାକ୍ସ ଭରି ପାରିବେ । ୧ ଜୁନରୁ ଇନ୍‌କମ୍‌ ଟ୍ୟାକ୍ସ ବିଭାଗ ତା’ର େଓ୍ଵବସାଇଟକୁ ବନ୍ଦ କରିଦେଇଥିଲା । ତେବେ େଓ୍ଵବସାଇଟ୍‌ରେ ଟ୍ୟାକ୍ସ…

ବରମୁଣ୍ଡାରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା: କୌଣସି କାଗଜପତ୍ର ଦେଖାଇ ପାରୁନାହାନ୍ତି ପାନ ମସଲା କମ୍ପାନୀର ମାଲିକ, ଆଜି…

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡାରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣାର ଆଜି ତଦନ୍ତ କରିବ ଆୟକର ବିଭାଗ । ଜବତ ଟଙ୍କାର କୌଣସି କାଗଜପତ୍ର ଦେଖାଇ ପାରୁନାହାନ୍ତି ପାନ ମସଲା କମ୍ପାନୀର ମାଲିକ। କାଗଜପତ୍ର ନଦେଖାଇ ପାରିଲେ ଟଙ୍କାକୁ ସିଜ୍‌ କରିବ ପୋଲିସ । ଗତକାଲି ଟଙ୍କା ବ୍ୟାଗ ସହ ଯୁବକଙ୍କୁ…

ଟ୍ୟାକ୍ସ ଦାଖଲ ନେଇ କିଛି ନୂଆ ନିୟମ ଆଣିଲେ ଆୟକର ବିଭାଗ, ଜାଣି ରଖନ୍ତୁ କଣ କଣ

ଯଦି ଆପଣ ମାନେ ୨୦୧୫-୧୬ ରୁ ୨୦୧୯-୨୦ ମସିହା ଭିତରେ ନିଜ ଆୟକର ଦାଖଲ କରିନାହାନ୍ତି । ତେବେ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ପାଇଁ କିଛିଟା କୋହଲତା ଆଣିଛନ୍ତି ଆୟକର ବିଭାଗ । ଆପଣଙ୍କ ପାଖରେ ଇ-ଫାଇଲ ଟ୍ୟାକ୍ସ ଦାଖଲ ନେଇ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଅଛି ।…

ଏବେ ଗୋଟେ ମିନିଟ୍‌ ରେ ହୋଇପାରିବ ପାନକାର୍ଡ, କିଛି ଦିନ ଭିତରେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ଲାଗୁ ହେବ…

ଗୋଟିଏ ମିନିଟରେ ଉପଲବ୍ଧ ହେବ ପାନକାର୍ଡ । ଏହାକୁ ସପ୍ତାହକ ମଧ୍ୟରେ ଲଞ୍ଚ୍ କରିବାକୁ ଯାଉଛନ୍ତି ଆୟକର ବିଭାଗ। ଏହି ସୁବିଧା ପାଇଁ ଆଧାର କାର୍ଡ ଜରୁରୀ ଅଟେ। କହିବାକୁ ଗଲେ ଏବେ ଅନଲାଇନରେ ତୁରନ୍ତ ମିଳିପାରୁଥିବା ପାନକାର୍ଡ ଉପଲବ୍ଧ ହେବ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି। ଯଦି…