ଦୁର୍ନୀତି ଉପରେ ମୋଦି ସରକାରଙ୍କ ପୁଣି ସର୍ଜିକାଲ୍ ଷ୍ଟ୍ରାଇକ୍ , ଆଉ ୧୫ ଆୟକର ଅଧିକାରୀଙ୍କୁ କଲେ ବିଦା
ନୂଆଦିଲ୍ଲୀ : ଦୁର୍ନୀତି ରୋକିବାକୁ ମୋଦି ସରକାରଙ୍କ ବଡ଼ ଅଭିଯାନ। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ଅର୍ଥ ମନ୍ତ୍ରାଳୟର ୧୫ଜଣ ବରିଷ୍ଠ ଅଧିକାରୀଙ୍କୁ ଆଜି ଅବସର ନେବାକୁ ବାଧ୍ୟ କରାଯାଇଛି। ଏଥରେ ମୁଖ୍ୟ କମିସନର, କମିସନର, ଅତିରିକ୍ତ କମିସନର ପାହ୍ୟାର ଅଧିକାରୀ…