ନିଜକୁ ଗରିବ କହୁଥିବା କମେଡି କିଙ୍ଗ କପିଲ ବର୍ଷକୁ ଦିଅନ୍ତି କୋଟି କୋଟି ଟଙ୍କାର ଟ୍ଯାକ୍ସ, ଶୁଣିଲେ ଆପଣ ହୋଇଯିବେ…
କମେଡି କିଙ୍ଗ ଭାବେ କପିଲ ଶର୍ମା ନିଜ ପରିଶ୍ରମ ବଳରେ ଏବେ ଘରେ ଘରେ ପରିଚୟ ସ୍ଷ୍ଟି କରିପାରିଛନ୍ତି। କମେଡି କରିବା ସହିତ କପିଲ ଜଣେ ଆଙ୍କର, ହୋଷ୍ଟ, ସିଙ୍ଗର ମଧ୍ୟ। କେବଳ ଏତିକି ନୁହେଁ ଫୋବର୍ସ ସେଲିବ୍ରିଟି ଲିଷ୍ଟରେ କପିଲ ୧୦୦ ଜଣଙ୍କ ମଧ୍ୟରେ ରହିଛନ୍ତି। ଲୋକଙ୍କୁ ହସାଇବାର କଳା…