Browsing Tag

income tax raid

ଆୟକର ବିଭାଗର ସବୁଠୁ ବଡ ଚଢାଉ, ମାସେ ହେବ ସରୁନି ଟଙ୍କା ଗଣା

ନୂଆଦିଲ୍ଲୀ(କେନ୍ୟୁଜ୍ ) : ନୂଆଦିଲ୍ଲୀର ଚାନ୍ଦିନୀ ଚୌକ ଅଞ୍ଚଳରେ ଥିବା ରାଜହଂସ ସାବୁନ ମିଲ୍ସ ପ୍ରାଇଭେଟ ଲିମିଟେଡ୍ ପାଲଟିଛି ଆୟକର ବିଭାଗର ଘର । କଥାଟା ବୁଝି ହେଉନଥିଲେ ବି ସତ । ଦୀର୍ଘ ଏକମାସ ଧରି ଆୟକର ବିଭାଗର ଅଧିକାରୀ ମାନେ ଏହି ସାବୁନ ଦୋକାନକୁ ନିଜର ଘର ବନାଇ ସାରିଥିବା କହିଲେ…