Browsing Tag

income tax saving

ଏବେ ମାତା-ପିତାଙ୍କ ସେବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଉପରେ ମିଳିବ ଟାକ୍ସ ଛାଡ୍‌

ଆମ ସମାଜରେ ମାତା ପିତାଙ୍କ ସ୍ଥାନ ଖୁବ ଉଚ୍ଚରେ ରହିଥାଏ। ତାଙ୍କ ସେବା କରିବା ଆମ ଧର୍ମ। ତେବେ ପ୍ରତ୍ୟେକ ପିଲାଙ୍କ କର୍ତ୍ତବ୍ୟ ହେଉଛି ମାତା ପିତାଙ୍କ ସେବା କରିବା। ତେବେ ମାତା ପିତାଙ୍କ ସେବାକୁ ନେଇ ଏଠାରେ ଅନେକ ଶିକ୍ଷଣୀୟ କଥା କୁହାଯାଇଛି। ତେବେ ଏହାରି ମଧ୍ୟରେ ଇନକମ ଟାକ୍ସ ବିଭାଗ ମଧ୍ୟ…