Browsing Tag

increase

Airtel ଗ୍ରାହକଙ୍କ ବଢ଼ିଲା ଚିନ୍ତା: ମୋବାଇଲ୍‌ ରିଚାର୍ଜ ହେବ ଆହୁରି ମହଙ୍ଗା

ପୁଣିଥରେ ବଢ଼ିବ ମୋବାଇଲ୍ ରିଚାର୍ଜ ଦାମ୍ । ଟେଲିକମ୍ କମ୍ପାନୀ ଗୁଡ଼ିକ ପୁଣିଥରେ ମୋବାଇଲ୍ ରିଚାର୍ଜ ଦାମ୍ ବଢ଼ାଇବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ସିଇଓ ଗୋପାଳ ଭିଟ୍ଟଲ । ସେ କହିଛନ୍ତି ଯେ, ଖର୍ଚ୍ଚର ଚାପ ଓ ୫ଜି ସେବା ଲାଗି ପାଣ୍ଠି…

ଦେଶରେ ପୁଣି ବଢିଲା ସଂକ୍ରମଣ, ଦିନକରେ ୧ ହଜାର ୮ ଜଣଙ୍କ ଜୀବନ ନେଇଛି କରୋନା

ନୂଆଦିଲ୍ଲୀ : ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୨ହଜାର ୪୩୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକାଲି ଠାରୁ ୬.୮ ପ୍ରତିଶତ ବଢିଲା କରୋନା ସଂକ୍ରମଣ। ଦିନକରେ ୧ ହଜାର ୮ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଗତ କାଲି ୧ହଜାର ୭୩୩ ଜଣଙ୍କର ମୃତ୍ୟୁ ହୋଇଥିଲା…

ଆପଣଙ୍କ ସ୍ମାର୍ଟଫୋନରେ ମେମୋରି ଫୁଲ୍ ହେଉଛି କି? ଏପରି ବଢ଼ାନ୍ତୁ ଷ୍ଟୋରେଜ୍

ଆଜିର ସମୟରେ ଆମର ଅଧିକାଂଶ କାର୍ଯ୍ୟ ସ୍ମାର୍ଟଫୋନରେ ହେଉଛି । ଏପରିକି ସ୍କୁଲ ଓ ଅଫିସର ସମସ୍ତ କାମ ଆପଣ ବି ସ୍ମାର୍ଟଫୋନରେ କରିଥାନ୍ତି । ଏଥିରେ ଫଟୋ, ଭିଡିଓ ଓ ମୋବାଇଲ ଆପ ମଧ୍ୟ ବହୁତ ସ୍ଥାନ ନେଇଥାଏ, ଏପରି ଭାବେ ମୋବାଇଲର ମେମୋରୀ ଫୁଲ୍ ହେବାକୁ କମ୍ ସମୟ ଲାଗିଥାଏ । ତେଣୁ ସେଥିପାଇଁ…