Browsing Tag

Increased revenue collection

କୋଭିଡ୍‌ ସ୍ଥିତିରେ ବି ରାଜ୍ୟର ରାଜସ୍ୱ ସଂଗ୍ରହରେ ବୃଦ୍ଧି, ଚଳିତ ନଭେମ୍ବର ସୁଦ୍ଧା ୪ ପ୍ରତିଶତ ଅଧିକ

ଭୁବନେଶ୍ବର: କୋଭିଡ୍‌ ସ୍ଥିତିରେ ବି ରାଜ୍ୟର ରାଜସ୍ୱ ସଂଗ୍ରହରେ ବୃଦ୍ଧି। ଗତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ଯେତିକି ରାଜସ୍ୱ ସଂଗ୍ରହ ହୋଇଥିଲା, ଚଳିତ ଆର୍ଥିକ ନଭେମ୍ବର ସୁଦ୍ଧା ୪ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହ ହୋଇଛି। ସେହିପରି ଅଣଟିକସ ରାଜସ୍ୱରେ ବୃଦ୍ଧି ହୋଇଛି ୨୩.୯ ପ୍ରତିଶତ।…