Browsing Tag

ind vs aus

ସିଡ୍‌ନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ

ସିଡ୍‌ନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଟିମର ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଆଜି ଟିମ୍ ଇଣ୍ଡିଆ ସିଡନୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । କୋଭିଡ୍-୧୯ ନିୟମ ଉଲ୍ଲଂଘନ ପାଇଁ ସଙ୍ଗରୋଧରେ ରହିଥିବା ୫ଜଣ ଯାକ ଖେଳାଳି ମଧ୍ୟ ଦଳ ସହ ଏକାଠି ଯାତ୍ରା…

ମେଲବର୍ଣ୍ଣରେ ରାହାଣେଙ୍କ ଦମଦାର ଶତକ, ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୮୨ ରନରେ ଭାରତ ଆଗୁଆ

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଜାରି ରହିଛି ବକ୍ସିଂ ଡେ ଟେଷ୍ଟ। ଆଜି ଦ୍ବିତୀୟ ଦିନରେ ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୧୦୦ ରନ୍ ଓ ରବିନ୍ଦ୍ର ଜାଡେଜା ୩୬ ରନ୍ କରିଛନ୍ତି। ଭାରତ ଦ୍ବିତୀୟ ଦିନ ଖେଲ ଶେଷ ସୁଦ୍ଧା ୫ ୱିକେଟ ହରାଇ ୨୭୭ ରନ୍ କରିଛି। ଏହା ସହିତ ୮୨ ରନରେ ଆଗୁଆ ରହିଛି। ରାହାଣେ…

ଭାରତ- ଅଷ୍ଟ୍ରେଲିଆ : ଦ୍ବିତୀୟ ଟେଷ୍ଟର ସର୍ବଶ୍ରେଷ୍ଠ ଖେଳାଳିକୁ ମିଳିବ ସ୍ବତନ୍ତ୍ର ମେଡାଲ, କ୍ରିକେଟ ଅଷ୍ଟ୍ରେଲିଆ କଲା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୨୬ ଡିସେମ୍ବରକୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ଟେଷ୍ଟ ମ୍ଯାଚ। ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ କ୍ରିକେଟ ମ୍ଯାଚରେ ସର୍ବଶ୍ରେଷ୍ଠ ଖେଳାଳି ଅର୍ଥାତ୍ ମ୍ଯାନ୍ ଅଫ୍ ଦ ମ୍ଯାଚ୍ ଭାବେ ଜନି ମୁଲାଗ ପଦବୀରେ ସମ୍ମାନିତ କରାଯିବ। ଜନି ମୁଲାଗ ବିଦେଶ ଯାତ୍ରା…

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ଗସ୍ତ ପାଇଁ ରୋହିତ ଶର୍ମା ଫିଟ୍ ଘୋଷିତ

ଟିମ୍ ଇଣ୍ଡିଆ ଏବଂ ଫ୍ଯାନଙ୍କ ପାଇଁ ଖୁସି ଖବର। ଟିମ୍ ଇଣ୍ଡିଆର ଷ୍ଟାର ଓପନର ରୋହିତ ଶର୍ମା ନ୍ଯାସନାଲ କ୍ରିକେଟ ଏକାଡେମୀ ଫିଟନେସ ଟେଷ୍ଟରେ ପାସ୍ କରିଛନ୍ତି। ଏଥିପାଇଁ ସେ ଆସନ୍ତାକାଲିରୁ ଅଷ୍ଟ୍ରେଲିଆ ଗସ୍ତ କରିବେ। କିନ୍ତୁ ସେଠାରେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ କେତୋଟି ମ୍ଯାଚ ଖେଳିବେ…

ପୁଣି ଥରେ ବିପଦରେ ପଡ଼ିବ ଟିମ୍ ଇଣ୍ଡିଆ, ସିଡନୀ ଗ୍ରାଉଣ୍ଡରେ କାମ କରେନି ବିରାଟଙ୍କ ବ୍ଯାଟିଂ

ଭାରତ – ଅଷ୍ଟ୍ରେଲିଆ ମଧ୍ୟରେ ଚାଲୁଥିବା ଦିନିକିଆ ସିରିଜର ଦ୍ବିତୀୟ ମ୍ଯାଚ ଆସନ୍ତାକାଲି ସିଡନୀ ଗ୍ରାଉଣ୍ଡରେ ଖେଳାଯିବ। ପ୍ରଥମ ଦିନିକିଆରେ ଭାରତ ଅଷ୍ଟ୍ରେଲିଆ ଠାରୁ ୬୬ ରନରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ସମସ୍ତଙ୍କ ଫୋକସରେ ଥିଲେ ଚଳିତ ସମୟର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ବିରାଟ କୋହଲି ।…

ଟିମ୍ ଇଣ୍ଡିଆ ସାମ୍ନାରେ ବିଶାଳ ସ୍କୋର ଲକ୍ଷ୍ଯ, ବିରାଟ ବାହିନୀଙ୍କୁ ୩୭୫ ରନ୍ ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆ ମ୍ଯାଚରେ ଭାରତକୁ ୩୭୪ ରନ୍ ର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ଯାଟିଂ କରିଥିଲା। ମ୍ଯାଚରେ ଓପନର ଭାବେ ଅଧିନାୟକ ଫିଞ୍ଚ ଏବଂ ସ୍ମିଥ…

ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟ୍‌କା, ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡିଲେ ରୋହିତ ଏବଂ ଇଶାନ୍ତ

୧୭ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିଆ-ଇଣ୍ଡିଆ ଟେଷ୍ଟ ସିରିଜ। କିନ୍ତୁ ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଆହତ ଥିବା ଓପନର ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ଇଶାନ୍ତ ଶର୍ମା ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡିଛନ୍ତି। ରିପୋର୍ଟ ମୁତାବକ, ବିସିସିଆଇ ରୋହିତ ଏବଂ…

ଦଳ ଯେଉଁ ସ୍ଥାନରେ ଚାହିଁବ, ସେହି ସ୍ଥାନରେ ବ୍ଯାଟିଂ କରିବାକୁ ପ୍ରସ୍ତୁତ ବୋଲି କହିଲେ ରୋହିତ ଶର୍ମା

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତ ରହିଛି ଟିମ ଇଣ୍ଡିଆ । ଆହତ କାରଣରୁ ଟିମରୁ ବାହାରେ ଥିବା ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏଥିମଧ୍ୟରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଟେଷ୍ଟ ସିରିଜରେ ରୋହିତଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେବେ କ୍ରିକେଟ…

ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ଆଇପିଏଲ୍ -୨୦୨୦ ଶେଷ ହେବା ପରେ ଦୁବାଇରୁ ସିଧା ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ବୁଧବାର ବିରାଟ ବାହିନୀ ଅଷ୍ଟ୍ରେଲିଆ ବାହାରିଥିବା ନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ଲେଖାଯାଇଛି, ‘ ଟିମ୍ ଇଣ୍ଡିଆ ବ୍ୟାକ୍।’…