ଗୋଟେ ଓଭର ଦୁଇଟି ଜବରଦସ୍ତ କ୍ୟାଚ୍ ଧରି ଇଂଲଣ୍ଡ ଖେଳାଳିଙ୍କ ମନୋବଳ ଭାଙ୍ଗିଥିଲେ ରବିନ୍ଦ୍ର ଜାଡେଜା, ଦେଖନ୍ତୁ ଭିଡିଓ
ଟିମ୍ ଇଣ୍ଡିଆର ସୁପରଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଜବରଦସ୍ତ ବୋଲିଂ ଏବଂ ବ୍ୟାଟିଂ ପାଇଁ ବେଶ୍ ଲୋକପ୍ରିୟ। ହାରୁଥିବା ମ୍ୟାଚକୁ ଜିତିବାର ସକ୍ଷମ ରଖନ୍ତୁ ଜାଡେଜା। ତାଙ୍କ ଫିଲ୍ଡିଂ ବିଶ୍ୱ କ୍ରିକେଟରେ ମଧ୍ୟ ବେଶ୍ ପରିଚିତ। ପଡିଆରେ ତାଙ୍କ ଫୂର୍ତ୍ତି ଦେଖି ସମସ୍ତେ ଚକିତ ହୁଅନ୍ତି।…