Browsing Tag

IND vs ENG test series

ଭାଙ୍ଗିଗଲା ଟିମ୍‌ ଇଣ୍ଡିଆର ସ୍ୱପ୍ନ, ୭ ଓ୍ଵିକେଟରେ ଏଜବାଷ୍ଟନ ଟେଷ୍ଟ ଜିତିଲା ଇଂଲଣ୍ଡ

ଇଂଲଣ୍ଡ ମାଟିରେ ଟିମ୍‌ ଇଣ୍ଡିଆର ସ୍ୱପ୍ନ ଭାଙ୍ଗିଗଲା। ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ୭ ଓ୍ଵିକେଟରେ ହାରିଲା ଭାରତ। ପ୍ରଥମ ଇନିଂସରେ ୧୩୨ ରନ ଆଗୁଆ ଥାଇ ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଇଥିବା ଟେଷ୍ଟରେ ଭାରତ ପରାଜୟର ସାମ୍ନା କରିଛି। ଏଥିସହ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ…

ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟରେ ବର୍ଣ୍ଣବୈଷମ୍ୟ ଆରୋପ, ଉଦବେଗ୍‌ ପ୍ରକାଶ କଲା ଇସିବି

ଇଂଲଣ୍ଡ ଏବଂ ଇଣ୍ଡିଆ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟରେ ବର୍ଣ୍ଣବୈଷମ୍ୟ ଆରୋପ ଘଟଣା ଦେଖିବାକୁ ମିଳିଛି। ଏହି ଟେଷ୍ଟ ମ୍ୟାଚରେ ମଇଦାନରେ ଥିବା ଭାରତୀୟ ଫ୍ୟାନ୍ସଙ୍କୁ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ହୋଇଥିବା ଅଭିଯୋଗ ହୋଇଛି। ଇଂଲଣ୍ଡ ଦଳର ସମର୍ଥକ ଏପରି ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି।…

‘ମୁହଁ ବନ୍ଦ କରି ବ୍ୟାଟିଂ କର’, ଜନି ବେୟରଷ୍ଟୋଙ୍କ ସହିତ ପଡିଆରେ ଯୁକ୍ତିତର୍କ କଲେ କୋହଲି : ଭିଡିଓ ଭାଇରଲ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବେଷ୍ଟନ ଟେଷ୍ଟରେ ଖୁବ୍ ରୋମାଞ୍ଚ ଦେଖିବାକୁ ମିଳିଛି । ପ୍ରଥମ ଦୁଇ ଦିନରେ ଟିମ୍‌ ଇଣ୍ଡିଆର ଖେଳାଳିମ୍ୟାଚରେ ନିଜର ଦବଦବା ଜାହରି କରିଥିଲେ। ତୃତୀୟ ଦିନରେ ଇଂଲଣ୍ଡ ଟିମ୍ ଭଲ ବ୍ୟାଟିଂ କରିଥିବା ବେଳେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳର ଦୁଇ ଷ୍ଟାର୍ ଖେଳାଳି…

ବ୍ୟାଟିଂ ପରେ ବୋଲିଂରେ କମାଲ୍‌ ଦେଖାଇଲେ ବୁମରା, ୮୪ ରନରେ ୫ ଓ୍ଵିକେଟ୍ ହରାଇ ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏଜବାଷ୍ଟନ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଖେଳାଳି ଇଂଲଣ୍ଡ ଉପରେ ମହଙ୍ଗା ପଡିଛନ୍ତି। ମାତ୍ର ୯୮ ରନରେ ୫ଟି ଓ୍ଵିକେଟ ଯାଇଥିଲେ ମଧ୍ୟ ଟିମ୍‌ ଇଣ୍ଡିଆର ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜାଙ୍କ ଶତକ ଟିମ୍‌କୁ ୪୧୬ ରନ୍‌ ପର୍ଯ୍ୟନ୍ତ ନେଇପାରିଥିଲା। ଏହାପରେ ଟିମ୍‌ ଇଣ୍ଡିଆ ମଧ୍ୟ ସେହିପରି ପ୍ରତିଶୋଧ…

ଇଂଲଣ୍ଡ-ଭାରତ ଟେଷ୍ଟ : ୪୧୬ ରନରେ ଅଲଆଉଟ ହେଲା ଟିମ୍‌ ଇଣ୍ଡିଆ, ଶତକ ମାରିଲେ ଜାଡେଜା

ଇଂଲଣ୍ଡ-ଭାରତ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ୪୧୬ ରନ୍‌ କରି ଅଲଆଉଟ ହୋଇଛି । ଗତକାଲି ରିଷଭ ପନ୍ତ ଦମଦାର ଶତକ ମାରିଥିବା ବେଳେ ଆଜିରବିନ୍ଦ୍ର ଜାଡେଜା ଶତକ ମାରିଛନ୍ତି। ଜାଡେଜା ୧୯୪ ବଲ୍‌ ଖେଳି ୧୦୪ ରନ୍‌ କରିଛନ୍ତି। ଯେଉଁଥିରେ ୧୩ ଟି ଚଉକା ସାମିଲ ରହିଛି। ଏହି ଶତକ…

ବୁମରାଙ୍କ କୁନି ଫ୍ୟାନ୍‌, ପାଟି ଖୋଲୁନି ହେଲେ ଏମିତି ଡାକୁଛନ୍ତି: ଦେଖନ୍ତୁ ଭିଡିଓ

ବର୍ମିଂହାମର ଏଜବାଷ୍ଟନରେ କ୍ରିକେଟ ଗ୍ରାଉଣ୍ଡରେ ଚାଲିଛି ଇଂଲଣ୍ଡ ଏବଂ ଭାରତ ମଧ୍ୟ ଟେଷ୍ଟ ମ୍ୟାଚ। ଦୁଇଟିମ୍‌ ମଧ୍ୟରେ ଗତବର୍ଷର ୫ଟି ଟେଷ୍ଟ ସିରିଜ ମଧ୍ୟ ଗୋଟିଏ ବଳକା ମ୍ୟାଚ ରହିଥିଲା। ଯାହାକୁ ଏବେ ଖେଳାଯାଉଛି। ଟିମ୍‌ ଇଣ୍ଡିଆ ଏହି ସିରିଜକୁ ୨-୧ରେ ଜିତିଛି। ୧୫ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ…

ଆଜିଠୁ ଆରମ୍ଭ ହେଉଛି ପଞ୍ଚମ ଟେଷ୍ଟ, ୧୫ ବର୍ଷ ପରେ ଇତିହାସ ରଚିବାର ସୁଯୋଗ

ବର୍ମିଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଆଜିଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ପଞ୍ଚମ ଟେଷ୍ଟ । ଦୁଇ ଟିମ୍‌ ମଧ୍ୟରେ ଗତବର୍ଷର ୫ଟି ଟେଷ୍ଟ ସିରିଜ ମଧ୍ୟରୁ ଗୋଟିଏ ବଳକା ମ୍ୟାଚ ଖେଳାଯିବ। ଟିମ୍‌ ଇଣ୍ଡିଆ ଏହି ସିରିଜକୁ ୨-୧ ମ୍ୟାଚରେ ଜିତିଛି। ଏମିତିରେ ଟିମ୍‌ ଇଣ୍ଡିଆ…

ଭାରତର ଐତିହାସିକ ବିଜୟ, ନିଜ ମାଟିରେ ଇଂଲଣ୍ଡ ଟିମ୍‌କୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ

ଇତିହାସ ରଚିଲା ଭାରତ। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ ଦମଦାର ବିଜୟ ହାସ କରିଛି। ଇଂଲଣ୍ଡ ଟିମ୍‌କୁ ତା ନିଜ ମାଟିରେ ହିଁ ଧୂଳି ଚଟାଇଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡକୁ ୧୫୧ ରନ୍‌ରେ ପରାସ୍ତ କରିଛି ଭାରତ। ଏହା ସହ ଭ୍ରମଣକାରୀ ଟିମ୍‌ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ…

ଭାରତ ବିରୁଦ୍ଧରେ ଘରୋଇ ଟେଷ୍ଟ ସିରିଜ ସହ ଆସନ୍ତା ୱାଲର୍ଡ କପରେ ନଜର ଆସିବେନି ବେନ

ଇଂଲଣ୍ଡ କ୍ରିକେଟର ବେନ ଷ୍ଟୋକ୍ସ କ୍ରିକେଟରୁ ବ୍ରେକ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅନିଶ୍ଚିତକାଳ ପର୍ଯ୍ୟନ୍ତ ବେନ କ୍ରିକେଟରୁ ନେଇଛନ୍ତି ବ୍ରେକ । ଏହା କାରଣରୁ ଆସନ୍ତା ମାସରେ ହେବାକୁ ଥିବା ଘରୋଇ ଟେଷ୍ଟ ମ୍ୟାଚରେ ସେ ଅଂଶଗ୍ରହଣ କରିବେ ନାହିଁ । କେବଳ ଏତିକି ନୁହେଁ ବରଂ କିଛି ମାସ…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଚେନ୍ନାଇରେ ହେବାକୁ ଥିବା ଦ୍ବିତୀୟ ଟେଷ୍ଟରେ ଦର୍ଶକଙ୍କୁ ମ୍ଯାଚ ଦେଖିବାକୁ…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଦ୍ବିତୀୟ ଟେଷ୍ଟ ମ୍ଯାଚ ଦେଖିପାରିବେ କ୍ରିକେଟ ଫ୍ଯାନ। ସେମାନେ ନିରାଶ ହେବେ ନାହିଁ । କାରଣ ଷ୍ଟିଡିୟମ୍ ଭିତରେ ବସି ଫେବୃଆରୀ ୫ରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଏବେ ଦର୍ଶକ ମଜା ନେଇପାରିବେ । କିନ୍ତୁ ପ୍ରଥମ ମ୍ଯାଚ ନୁହେଁ…