ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ, ରୋହିତ ତୁଲାଇଲେ ତାଙ୍କ ଦାୟିତ୍ୱ ଆଉ ଏବେ ରାହାଣେ ଓ ବିରାଟଙ୍କ ପାଳି
ଟିମ୍ ଇଣ୍ଡିଆ ଟି-୨୦ ସିରିଜ ଜିତିବା ପରେ ଆସନ୍ତା ୨୫ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ସେଥିପାଇଁ ସୋମବାର ଉଭୟ ଟିମ୍ର ଖେଳାଳି…