ଆଜି ଟିମ୍ ଇଣ୍ଡିଆ ପାଇଁ ରେକର୍ଡ କରିବାର ସୁଯୋଗ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ କେବେ ବି ଜିତିନି ଭାରତ
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜର ନିର୍ଣ୍ଣାୟକ ପଞ୍ଚମ ଟି-୨୦ ମ୍ୟାଚ୍। ବାଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳାଯିବ। ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍ ଜିତିସାରିଛନ୍ତି । ଆଜିର ମ୍ୟାଚ ନିର୍ଣ୍ଣାୟକ ହେବ। ଆଉ ଯଦି ଭାରତୀୟ ଟିମ୍ର…