Browsing Tag

IND vs SA Test Series

ଭାରତ ପାଇଁ କର ବା ମର ପରିସ୍ଥିତି, ଆଜି ହାରିଲେ ହାତରୁ ଚାଲିଯିବ ସିରିଜ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଟି-୨୦ଖେଳାଯିବ । ଆଜି ବିଶାଖାପଟ୍ଟନମର ଡା. ଓ୍ଵାଇଏସ୍‌ ରାଜେଶେଖର ରେଡ୍ଡୀ ଷ୍ଟାଡିଅମରେ ସନ୍ଧ୍ୟା ୭ଟାରେ ମ୍ୟାଚ ଖେଳାଯିବ। ପ୍ରଥମ ୨ଟି ମ୍ୟାଚ୍ରେ ପରାଜିତ ହୋଇଥିବା ଭାରତ ‘କର ବା ମର’ ସ୍ଥିତିରେ ରହିଛି ଯଦି ଆଜି ଟିମ୍‌ ଇଣ୍ଡିଆ ହାରେ ତେବେ…

୧୪୫ ବର୍ଷ ଇତିହାସରେ ପ୍ରଥମ ଥର, ଗୋଟେ ମ୍ୟାଚରେ କୌଣସି ଟିମ୍‌ର ସମସ୍ତ ୨୦ ବ୍ୟାଟସମ୍ୟାନ ହୋଇଛନ୍ତି କ୍ୟାଚ୍‌ ଆଉଟ୍‌

ଭାରତ ଏବଂ ସାଉଥ୍‌ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା କେପଟାଉନ୍‌ ଟେଷ୍ଟରେ ଓ୍ଵିକେଟ କିପର ଋଷଭ ପନ୍ତ ଚମତ୍କାର ଶତକ ହାସଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେତେବେଳେ ଭାରତୀୟ ଦଳ ଦ୍ବିତୀୟ ଇନିଂସରେ ସଂଘର୍ଷ କରୁଥିଲା, ପନ୍ତ ଏକାକୀ କ୍ରିଜ୍‌ରେ ଲଢିଥିଲେ । ଶେଷ ପର୍ଯ୍ୟନ୍ତ…

ନୂଆବର୍ଷରେ ହୋଟେଲ ଷ୍ଟାଫ୍‌ଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ଶ୍ରେୟସ ଆୟର ଓ ମହମ୍ମଦ ସିରାଜ, ଦେଖନ୍ତୁ ଭିଡିଓ

ସେଞ୍ଚୁରିଆନରେ ବିଜୟ ହାସଲ କରିବା ପରେ ଭାରତୀୟ ଖେଳାଳିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏବେ ନୂଆବର୍ଷ ସେଲିବ୍ରେସନ କରୁଥିବା ଟିମ୍‌ ଇଣ୍ଡିଆର ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଶ୍ରେୟସ ଆୟର ସେୟାର କରିଛନ୍ତି। ଏଥିରେ ଶ୍ରେୟସ ଆୟର ସାଥି ଖେଳାଳି…