ହୃଦୟ ଜିତିଲା ଟିମ୍ ଇଣ୍ଡିଆ, ଦ୍ରାବିଡ ଏବଂ କୋହଲି ସୁରଙ୍ଗା ଲକମଲଙ୍କୁ ଡ୍ରେସିଂ ରୁମରେ ଜଣାଇଲେ ଶୁଭେଚ୍ଛା
ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ସମସ୍ତଙ୍କ ହୃଦୟ ଜିତିଛନ୍ତି। ଦୁହେଁ ଶ୍ରୀଲଙ୍କା ଖେଳାଳି ସୁରଙ୍ଗା ଲକମଲଙ୍କୁ କ୍ରିକେଟ କ୍ୟାରିଅର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସୁରଙ୍ଗା ଲକମଲ ଭାରତ ବିରୋଧରେ ଶେଷ ସିରିଜ ଖେଳିବେ ବୋଲି। ତେଣୁ…