ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ ପ୍ରତିଯୋଗିତାର ଫାଇନାଲରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ଲଢେଇ
ଭୁବନେଶ୍ବର(କେନ୍ୟୁଜ୍): ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ ପ୍ରତିଯୋଗିତାର ଫାଇନାଲରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ଲଢେଇ । ଗତକାଲି ଖେଳାଯାଇଥିବା ସେମିଫାଇନାରେ ଜାପାନକୁ ୭-୨ ଗୋଲରେ ପରାସ୍ତ କରି ଭାରତ ସିରିଜରେ ଅପରାଜୟ ରହିଛି । ଏହାସହ ଟୋକିଓ ଅଲମ୍ପିକ ପାଇଁ ସ୍ଥାନ ପକ୍କା କରିଛି ଭାରତୀୟ…