Browsing Tag

ind vs wi

ଟି-୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ: ଅକ୍ଷର ପଟେଲ ମ୍ୟାନ୍‌ ଅଫ ସିରିଜ ଏବଂ ଅର୍ଶଦୀପ ସିଂ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌…

ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ଟି-୨୦ ମ୍ୟାଚ୍‌ ଜିତି ସିରିଜ ବିଜୟ କରିଛି। ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୪-୧ରେ ଟି-୨୦ ସିରିଜ ଜିତିଛି। ରବିବାର ପଞ୍ଚମ ମ୍ୟାଚରେ ଭାରତ ୮୮ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ ଆୟରଙ୍କ…

ଚତୁର୍ଥ ଟି-୨୦ ମ୍ୟାଚ୍‌ ଜିତି ସିରିଜ କବଜା କଲା ଟିମ୍‌ ଇଣ୍ଡିଆ, ଆଜି ଖେଳାଯିବ ଶେଷ ମ୍ୟାଚ

ଟିମ୍‌ ଇଣ୍ଡିଆ ଚତୁର୍ଥ ଟି-୨୦ ମ୍ୟାଚକୁ ୫୯ ରନରେ ଜିତିନେଇଛି। ଏହି ମ୍ୟାଚ ଜିତି ୫ଟିକିଆ ଟି-୨୦ ମ୍ୟାଚ୍‌ ସିରିଜକୁ ନିଜ ନାମରେ କରିଛି। ଟିମ୍‌ ଇଣ୍ଡିଆ ସିରିଜରେ ୩-୧ରେ ଆଗୁଆ ରହିଛି। ସିରିଜର ଶେଷ ମ୍ୟାଚ ଆଜି ଫ୍ଲୋରିଡାରେ ଖେଳାଯିବ। ଚତୁର୍ଥ ଟି-୨୦ ମ୍ୟାଚରେ ଟିମ୍‌ ଇଣ୍ଡିଆ ପ୍ରଥମେ…

ଆଜି ମ୍ୟାଚ ପାଇଁ ସଂପୂର୍ଣ୍ଣ ଫିଟ୍‌ ରୋହିତ ଶର୍ମା, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଜି ଭାରତ- ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ। ୫ ଟିକିଆ ଟି-୨୦ ସିରିଜରେ ଭାରତ ସିରିଜ ୨-୧ରେ ଆଗୁଆ ରହିଛି । ଆଜି ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ତୃତୀୟ ମ୍ୟାଚରେ ମାଂସପେଶୀ ଟାଣି ହୋଇଯିବାରୁ ରିଟାୟର୍ଟ  ହର୍ଟ ହୋଇଥିବା ରୋହିତ ଶର୍ମା ଫିଟ୍ ଥିବା…

ଅଣ୍ଟାରେ ଯନ୍ତ୍ରଣା ଯୋଗୁଁ ମାତ୍ର ୫ଟି ବଲ୍‌ ଖେଳି ପ୍ୟାଭିଲିୟନ ଫେରିଥିଲେ ରୋହିତ ଶର୍ମା , ବିସିସିଆଇ ଦେଲା ସୂଚନା

ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ବଡ଼ ବିଜୟ ହାସଲ କରିଛି। ୫ଟିକିଆ ଟି-୨୦ ସିରିଜର ତୃତୀୟ ମ୍ୟାଚକୁ ୭ ଉଇକେଟରେ ଜିତିଛି ଟିମ୍‌ ଇଣ୍ଡିଆ। ଏହା ସହିତ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ତେବେ ଏହି ମ୍ୟାଚରେ ମାତ୍ର ୫ଟି ବଲ୍‌ ଖେଳି ରୋହିତ ଶର୍ମା ରିଟାୟର୍ଟ ହଟ୍‌ ହୋଇ…

ୱେଷ୍ଟଇଣ୍ଡିଜରେ ଇତିହାସ ରିଚଲେ ପାଣ୍ଡ୍ୟା, ଟି-୨୦ରେ ୫୦୦ ରନ୍‌ ସହ ୫୦ ଓ୍ଵିକେଟ ନେଇଥିବା ପ୍ରଥମ ଭାରତୀୟ ଖେଳାଳି

ଟିମ୍‌ ଇଣ୍ଡିଆର ବିସ୍ଫୋରକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଟଇଣ୍ଡିଜ୍ରେ ଇତିହାସ ରଚିଛନ୍ତି । ଟି-୨୦ କ୍ରିକେଟରେ ପ୍ରଥମ ଭାରତୀୟ ଭାବେ ବିରଳ ରେକର୍ଡ ହାସଲ କରିଛନ୍ତି ହାର୍ଦ୍ଦିକ । ଟି-୨୦ରେ ୫୦୦ ରନ୍ ସହ ୫୦ ଓ୍ଵିକେଟ ନେଇଛନ୍ତି । ଗତକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି-୨୦ରେ…

୭ ଓ୍ଵିକେଟରେ ତୃତୀୟ ଟି-୨୦ ମ୍ୟାଚ୍‌ ଜିତିଲା ଟିମ୍‌ ଇଣ୍ଡିଆ, ସିରିଜ ୨-୧ରେ ଆଗୁଆ

ଟିମ୍‌ ଇଣ୍ଡିଆ ୭ ୱିକେଟରେ ୱେଷ୍ଟଇଣ୍ଡିଜ ହରାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ୟ ଟି-୨୦ରେ ଭାରତର ଦମଦାର ବିଜୟ ହାସିଲ କରିଛି। ୫ଟିକିଆ ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି। ବାକି ରହିଥିବା ମ୍ୟାଚ୍ ଜିତି ସିରିଜକୁ ନିଜ ନାଁରେ କରିବାକୁ ଟାର୍ଗେଟ ରଖିଛି ରୋହିତ ବାହିନୀ। ସୂର୍ଯ୍ୟକୁମାର…

ଅଭ୍ୟାସ ବେଳେ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଲେ କୋଚ୍ ରାହୁଲ ଦ୍ରାବିଡ, ଟି-୨୦ ସିରିଜ ଜିତିବା ପାଇଁ କଲେ ପ୍ଲାନ୍‌

ଓପନର ଶିଖର ଧଓ୍ୱନଙ୍କ ନେତୃତ୍ୱରେ ଭାରତ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ କ୍ଲିନ୍ ସ୍ୱିପ୍ କରିଛି । କିନ୍ତୁ ଟି୨୦ ଫର୍ମାଟରେ େଓ୍ଵଷ୍ଟଇଣ୍ଡିଜକୁ ନିଜ ମାଟିରେ ହରାଇବା ସହଜ ନୁହେଁ । ଏହା କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମା ଭଲ ଭାବେ ଜଣା। ତେଣୁ ଅଭ୍ୟାସ ବେଳେ…

ୟୁଜବେନ୍ଦ୍ର ଚହଲଙ୍କ ଆଇକନିକ୍‌ ପୋଜରେ ନଜର ଆସିଲେ ଅକ୍ଷର ପଟେଲ ଏବଂ ଆଭେଶ ଖାନ୍‌, ଫଟୋ ଭାଇରଲ

ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ କୁ ୨ ଓ୍ଵିକେଟରେ ହରାଇଛି। ଏହି ମ୍ୟାଚରେ ଅକ୍ଷର ପଟେଲ ଦମଦାର ଖେଳ ଖେଳିଥିଲେ। ଅକ୍ଷର ପଟେଲଙ୍କୁ ଏହି ମ୍ୟାଚରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଚୟନ କରାଯାଇଛି। ଏହାସହିତ ଟିମ୍‌ ଇଣ୍ଡିଆ ୩ଟି ଦିନିକିଆ ମ୍ୟାଚ ସିରିଜକୁ ୨-୦ରେ ଆଗୁଆ…

ଟିମ୍‌ ମ୍ୟାନେଜମେଣ୍ଟ ଏବଂ ଚୟନକର୍ତ୍ତାଙ୍କ ବିଶ୍ୱାସ ଜିତିପାରିଲେ ଶିଖର ଧଓ୍ଵନ, ମ୍ୟାଚ ଜିତିବା ପରେ କଲେ ସେଲିବ୍ରେସନ

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌କୁ ୨-୦ରେ ଜିତିସାରିଛି ଟିମ୍‌ ଇଣ୍ଡିଆ। ଦ୍ୱିତୀୟ ଦିନିକିଆ ମ୍ୟାଚକୁ ୨ ଓ୍ଵିକେଟରେ ଜିତିବା ପରେ ଶିଖର ଧଓ୍ଵନ ନିଜ ଟ୍ଵିଟର ପେଜରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଶିଖର ଧଓ୍ଵନ ଟିମ୍‌ ସହିତ ବିଜୟ ଉତ୍ସବ ମନାଉଥିବାର ନଜର ଆସିଛନ୍ତି।…

ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌କୁ ଆସିଲେ ବ୍ରାଏନ ଲାରା, ଶିଖର ଧଓ୍ଵନଙ୍କୁ କଲେ…

ଟିମ୍‌ ଇଣ୍ଡିଆ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌ ୩ ରନରେ ହରାଇବା ପରେ ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନିକିଆ ଖେଳିବାକୁ ଯାଉଛି। ପ୍ରଥମ ଦିନିକିଆ ମ୍ୟାଚରେ ବ୍ୟାଟିଂ ଓ ବୋଲିଂ ରେ କମାଲ୍‌ କରିଥିଲା ଟିମ୍‌ ଇଣ୍ଡିଆ। ଏହା ପରେ ଟିମ୍‌ ଇଣ୍ଡିଆ ଡ୍ରେସିଂ ରୁମ୍‌କୁ ଆସିଥିଲେ…

‘ଦାନ୍ତ ଦେଖାଅନି, ବୋଲିଂ କର’ : ଲାଇଭ ମ୍ୟାଚରେ ଚହଲଙ୍କୁ ଟ୍ରୋଲ କଲେ ରୋହିତ, ଭିଡିଓ ଭାଇରଲ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚକୁ ୬ଓ୍ଵିକେଟରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ୩ ଟିକିଆ ସିରିଜ୍‌ରେ ୧-୦‌ରେ ଆଗୁଆ ହୋଇଯାଇଛି ଭାରତ । ଦଳର ବିଜୟ ପଛରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ଅଧିନାୟକ ରୋହିତ ଶର୍ମା । ବ୍ୟାଟ୍‌ରେ କମାଲ କରି ୧୮ ବଲରୁ ୪୦ ରନ କରିଥିଲେ ରୋହିତ । ଏହା…

ଭାରତ-ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚ୍‌, ନୂଆ ରଣନୀତି ନେଇ ମଇଦାନକୁ ଓହ୍ଲାଇବ ଟିମ୍‌ ଓ୍ଵେଷ୍ଟଇଣ୍ଡିଜ

ଭାରତ  ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ ପ୍ରଥମ ମ୍ୟାଚ୍‌ ଆଜି କୋଲକତାର ଇଡେନ ଗାର୍ଡେନରେ ଖେଳାଯିବ । ଦିନିକିଆ ସିରିଜରେ କ୍ଲିନ ସ୍ୱିପ କରିବା ପରେ ଟି-୨୦ ସିରିଜ ଉପରେ ରୋହିତ ସେନାର ନଜର ରହିଛି । ଦିନିକିଆ ସିରିଜ ହାତେଇବା ପରେ ରୋହିତ ସେନା ଟି-୨୦ ସିରିଜର ପ୍ରଥମ ମ୍ୟାଚ ହାତେଇବା ଲକ୍ଷ୍ୟରେ…