ଆମେରିକା ଟେକ୍ସାସ୍ରେ ଉଡ଼ିଲା ତ୍ରିରଙ୍ଗା, ଶୁଭିଲା ଜାତୀୟ ସଂଗୀତ ସହ ତୁହିମା ଜନମ ଭୂମି….ସ୍ୱର
ବିଦେଶ ମାଟିରେ ଗୁଞ୍ଜରିଲା ଭାରତର ଜାତୀୟ ସଂଗୀତର ସ୍ୱର । ପୁଣି ଓଡ଼ିଆଠାରୁ ଆରମ୍ଭ କରି ବିଭିନ୍ନ ଭାଷାର ଦେଶାତ୍ମବୋଧକ ସଂଗୀତରେ ବିହ୍ଵଳ ହେଲେ ପ୍ରବାସୀ । କୁନି କୁନି ପିଲାଙ୍କ କାର୍ଯ୍ୟକ୍ରମ ମନ ମୋହି ନେଲା ସମସ୍ତଙ୍କର । ଆମେରିକାର ହ୍ୟୁଷ୍ଟନ୍ ରୋଜେନବର୍ଗରେ ଖୁବ୍ ଉତ୍ସାହର ସହ ପାଳିତ…