Browsing Tag

india afganisathan

ଏସିଆ କପ ସୁପର-୪ ର ଅନ୍ତିମ ମ୍ୟାଚ ଜିତି ସମ୍ମାନ ରଖିଲା ଭାରତ, ଆଫଗାନିସ୍ଥାନକୁ ୧୦୧ ରନ୍‌ରେ ହରାଇଲା

କେନ୍ୟୁଜ୍(ବ୍ୟୁରୋ):ଏସିଆ କପ ସୁପର-୪ ର ଅନ୍ତିମ ମ୍ୟାଚ ଜିତି ସମ୍ମାନ ରଖିଲା ଭାରତ । ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଭୁବନେଶ୍ୱରଙ୍କ ଦମଦାର ବୋଲିଂ ଯୋଗୁ ଆଫଗାନିସ୍ଥାନକୁ ୧୦୧ ରନ୍‌ରେ ହରାଇଲା ଭାରତ । ଭାରତ ଦେଇଥିବା ୨୧୩ ରନର ଟାର୍ଗେଟକୁ ପିଛା କରୁଥିବାର ଆଫଗାନ ମାତ୍ର ୮ ଓ୍ଵିକେଟ…