Browsing Tag

india and belgium match

ହକି ରେଡ୍ ହଟ ଲାୟନ ସହ ଆଜି ଭାରତର ଲଢ଼େଇ

ହକି ବିଶ୍ୱକପରେ ସୁପର ସନଡେରେ ହାଇ ଭୋଲଟେଜ୍ ମୁକାବିଲା । ହକି ରେଡ୍ ହଟ ଲାୟନ ସହ ଆଜି ଭାରତର ଲଢ଼େଇ । ଆଜିର ହାରଜିତ୍ ସୂଚନା ଦେବ, ବିଶ୍ୱକପ୍ ଟାଇଟଲ ପାଇଁ ଭାରତ କେତେ ଦାବିଦାର । ଭାରତ ତାର ପ୍ରଥମ ମ୍ୟାଚରେ ୫-୦ରେ ଜିତି ଥିବାରୁ ଦଳର ମନୋବଳ ଦୃଢ଼ ରହିଛି । ଯଦି ବେଲଜିୟମ ସହ ମୁକାବିଲା…