ରୋହିତ୍ ଶର୍ମାଙ୍କ ସହିତ ୫ ଖେଳାଳି ହେଲେ ଆଇସୋଲେଟ୍, ଜାଣନ୍ତୁ କାହିଁକି
ଭାରତ ଏବଂ ଅଷ୍ଟ୍ରେଲିଆ ଭିତରେ ସିଡନୀରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଛିଡା ହେଲାଣି ସମସ୍ୟା। ସିଡନୀ ଟେଷ୍ଟ ପୂର୍ବରୁ ଦଳର ପାଞ୍ଚ ଜଣ ଖେଳାଳି ରୋହିତ ଶର୍ମା, ଋଷଭ ପନ୍ଥ, ଶୁଭମନ ଗିଲ, ନବଦୀପ ସାଇନୀ ଏବଂ ପୃଥବୀ ଶଙ୍କୁ ଆଇସୋଲେଟ୍ କରାଇଦିଆଯାଇଛି।…