T20 World Cupରେ କାହିଁକି ସବୁ ଥର ପାକିସ୍ତାନକୁ ହରାଇ ଦେଇଥାଏ ଟିମ୍ ଇଣ୍ଡିଆ? ଜାଣନ୍ତୁ ଏହି ବଡ଼ କାରଣ
ଟି-୨୦ ବିଶ୍ୱ କପ୍ ୨୦୨୧ର ପ୍ରଥମ ମ୍ୟାଚ୍ରେ ଭାରତ, ପାକିସ୍ତାନ ଟିମ୍କୁ ସାମ୍ନା କରିବ। ଭାରତୀୟ ଟିମ୍ ଏହି ବିଶ୍ୱ କପ୍ ଜିତିବାର ସବୁଠାରୁ ବଡ଼ ଦାବିଦାର ରହିଛି। ତେବେ ୨୦୦୭ ପରଠାରୁ ଆଜି ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ କେବେ ବି ଟି-୨୦ ବିଶ୍ୱ କପ୍ର ଚାମ୍ପିୟନ ହୋଇପାରି ନାହିଁ। ଦଳ ନିଜର…