Browsing Tag

india book of record

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ମାତ୍ର ଦେଢ଼ ବର୍ଷର କୁନି ଝିଅ ଅନାୟା

କେନ୍ୟୁଜ୍‌: ପ୍ରତିଭା ଅତି ଛୋଟ ବେଳୁ ବିକଶିତ ହୋଇଥାଏ। ଉଚିତ୍ ଶିକ୍ଷା ସହ ପରିବେଶ ଓ ସଂସ୍କାର ଆବଶ୍ୟକ ।  ଏଇ ଯେମିତି ଇଣ୍ଡିଆ ବୁକ ଅଫ ରେକର୍ଡରେ କୁନି ଝିଅ ଅନାୟା । ନିଜ ପ୍ରତିଭାର ଚମକ ଦେଖାଇ ଇତିହାସ ରଚିଛନ୍ତି ଦେଢ଼ ବର୍ଷର କୁନି ଝିଅ । ଏତେ କମ ବୟସରେ ଏତେ ଜ୍ଞାନ ଦେଖି କେହି ବିଶ୍ୱାସ…

କମାଲ କରି ଦେଖାଇଲେ କଟକର କୁନି ଝିଅ ଅନନ୍ୟା, ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଲେ ସ୍ଥାନ

କଟକ(କେନ୍ୟୁଜ୍) : କମାଲ କରିଲେ କଟକର କୁନି ଝିଅ ଅନନ୍ୟା ମହାନ୍ତି। ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାଁ କରିଲେ। ସାଧାରଣ ଜ୍ଞାନ, ଭାରତର ପ୍ରଧାନ ମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ, ବିଭିନ୍ନ ଦେଶର ନାଁ ଗୁଡିକ ଅତି ସହଜରେ କହିପାରିଥିଲେ କଟକର କୁନି ଝିଅ…

ବାସୁଦେବପୁରର କୁନି ଗୁଗଲ ଗାର୍ଲ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ୪ ବର୍ଷର ଝିଅ ଅନ୍ବେଷା

ବାସୁଦେବପୁର(କେନ୍ୟୁଜ୍):  ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ କୁନି ଝିଅ ଅନ୍ବେଷା। ବୟସ ମାତ୍ର ୪ ବର୍ଷ, ହେଲେ କହୁଛନ୍ତି ରାଜ୍ୟ,ଦେଶ ଓ ବିଦେଶର କଥା। ମେଧାବୀ କୁନି ଛାତ୍ରୀ ହେଲେ ଅନ୍ବେଷା ସାହୁ। ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ଭଦ୍ରକ ଜିଲ୍ଲା…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ଅନୁଗୁଳର ଯୁବଶିଳ୍ପୀ ସୁଶାନ୍ତ ଦାସ

ଅନୁଗୁଳ(କେନ୍ଯୁଜ୍): ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଅନୁଗୁଳ ଜିଲ୍ଲାର ଯୁବଶିଳ୍ପୀ ସୁଶାନ୍ତ ଦାସ। ଟୋକିଓ ଅଲମ୍ପିକ୍ସ -୨୦୨୦ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇ ସେ ଏହି ରେକର୍ଡସର ଅଧିକାରୀ ହୋଇପାରିଛନ୍ତି। ଭାରତ…

ଖଡି ପଥରରେ ସବୁଠାରୁ କ୍ଷୁଦ୍ରତମ ରଥ: ଉଭୟ ଏସିଆ ଓ ଇଣ୍ଡିଆ ବୁକ ଓଫ ରେକର୍ଡରେ ସ୍ଥାନ ପାଇଲେ ଏନ.ପ୍ରତ୍ୟୁଷ

ଫୁଲବାଣୀ(କେନ୍ଯୁଜ୍): ନିଖୁଣ କାରିଗରୀର ନମୂନା । ଲାଗୁଛି ଯେମିତି ସତସତିକା ରଥ ଠିଆ ହୋଇଛି । ଆପଣ ଅନେକ କାରିଗରୀ ଦେଖିଥିବେ। କଳା ମାଧ୍ୟମରେ ନିଜର ଅନ୍ତର୍ନିହିତ ପ୍ରତିଭାକୁ ଦେଖାଇବାରେ ସକ୍ଷମ ହୋଇଛନ୍ତି। ଜଣେ କାରିଗର କେତେ ଶ୍ରମ ଦେଇ ର୍ନିଜୀବ ବସ୍ତୁକୁ ଦେଇଥାଏ ଜୀବନ । ଏଥିପାଇଁ ଟିକେ…

ଅସାଧାରଣ ପ୍ରତିଭାର ଅଧିକାରୀ ୫ ବର୍ଷର କୁନି ଛାତ୍ର

ବ୍ରହ୍ମପୁର (କେନ୍ୟୁଜ) : ପ୍ରତିଭା କେବେ ଲୁଚି ରହିପାରେନା। ଏଇ ଯେମିତି ଏହି କୁନି ପିଲାଟି ଭିତରେ ଥିବା ଏବେ ପୁଷ୍ପ ଭଳି ଚାରିଆଡେ ମହକୁଛି। ବ୍ରହ୍ମପୁରର ୫ ବର୍ଷର କୁନି ଛାତ୍ର ଡି. ହରିକ୍ରିଷ୍ଣା ପାତ୍ର। ମାତ୍ର ୧ ମିନିଟ୍ ୨୫ ସେକେଣ୍ଡ ମଧ୍ୟରେ ଅନର୍ଗଳ ଓ ଅତି ପ୍ରାଞ୍ଜଳ ଭାବେ ୩୫ ରୁ…

ବୟସ ମାତ୍ର ୩ ବର୍ଷ କିନ୍ତୁ ପ୍ରତିଭା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ହାସଲ କଲେ ଇଣ୍ଡିଆ ବୁକ ଅଫ ରେକର୍ଡ ମେଡାଲ

କେନ୍ୟୁଜ ବ୍ୟୁରୋ :  ବୟସ ମାତ୍ର 3 ବର୍ଷ କିନ୍ତୁ ପ୍ରତିଭା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାଁ ଯୋଡ଼ିପାରିଛନ୍ତି ଏହି 3 ବର୍ଷର ବିସ୍ମୟ ଶିଶୁ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ମଦନପୁର ପଂଚାୟତ କାଇମାଟିଆର ବିସ୍ମୟ କନ୍ୟା ସୋହିନୀ ନାୟକ । ବୟସ…