ଦ୍ରାବିଡ଼ କହିଲେ ଆଗାମୀ ବିଶ୍ୱକପ୍ର ସବୁଠୁ ବଡ଼ ଟାଇଟଲ୍ ଦାବିଦାର ‘ଭାରତ’
ମୁମ୍ବାଇ : ଆଗାମୀ ଇଂଲଣ୍ଡ ବିଶ୍ୱ କପ୍ରେ ଭାରତ ହେଉଛି ସବୁଠାରୁ ବଡ଼ ଟାଇଟଲ୍ ଦାବିଦାର । ଏକଥା କହିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ । ତାଙ୍କର ବିଶ୍ୱାସ ଯେ ନିକଟରେ ଦଳ ଦକ୍ଷିଣ ଆଫ୍ରିକା, ଆଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଜିତି ସାରିଛି ।…