ଚୀନ୍ ଉପରେ ଭାରତର ସେକେଣ୍ଡ୍ ଷ୍ଟ୍ରୋକ୍, ଚୀନ୍କୁ ଶେଷ କରିବାକୁ ବାଣିଜ୍ୟ ନୀତିରେ ନୂଆ ନିୟମ ଆଣିଲା
ନୂଆଦିଲ୍ଲୀ : ଚୀନ୍ର ଔଦ୍ଧତ୍ୟକୁ ବ୍ରେକ୍ ଦେବା ପାଇଁ ଭାରତ ତା’ର ବାଣିଜ୍ୟିକ ନୀତିରେ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି । ନୂଆ ନିୟମ ଅନୁଯାୟୀ କୈାଣସି ସରକାରୀ କ୍ରୟରେ ଭାଗ ନେବାକୁ ହେଲେ ଉକ୍ତ କମ୍ପାନୀକୁ ଡିପାଟ୍ମେଣ୍ଟ ଫର୍ ପ୍ରମୋଶନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ୍ ଇଣ୍ଟରନାଲ୍…