ଭାରତ-ଚୀନ ସୀମାରେ ରାସ୍ତା କାମ କରୁଥିବା ୧୮ ଜଣ ଶ୍ରମିକ ନିଖୋଜ, ଜଣେ ମୃତ
ଅରୁଣାଚଳପ୍ରଦେଶରେ ଭାରତ-ଚୀନ ସୀମା ନିକଟରେ ଏକ ଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଶ୍ରମିକ ନିଖୋଜ ହୋଇଯାଇଛନ୍ତି । ଏହି ଶ୍ରମିକମାନେ କୁରୁଙ୍ଗା କୁମେ ଜିଲ୍ଲାରେ ଏକ ରାସ୍ତା ପ୍ରୋଜେକ୍ଟ ଉପରେ କାମ କରୁଥିଲେ । ୫ଜୁଲାଇ ପରେ ଏହି ୧୯ ଶ୍ରମିକଙ୍କ କୌଣସି ପତ୍ତା କେହି…