Browsing Tag

india-china conflict

ଚୀନ୍‌ର ପୁଣି ଆରମ୍ଭ ହେଲା ବଦମାସୀ, ଭାରତ ସୀମାରେ ଗଠନ କରୁଛି ନୂଆ ଗାଁ

ଭାରତ ଓ ଚୀନ ମଧ୍ୟର ତିକ୍ତତା ପୁଣି ଥରେ ବଢି଼ବା ନେଇ ଆଶଙ୍କା ରହିଛି । ଦୁଇ ଦେଶ ସୀମାରେ ଏକ ଗାଁ ଗଠନ କରିଛି ଚୀନ । ମିଳିଥିବା ସୂଚନା ଅନୁଯାୟୀ, ସିକିମସ୍ଥିତ ଭାରତୀୟ ସୀମା ନିକଟବର୍ତ୍ତୀ ଅଂଚଳରେ ଚୀନ ପକ୍ଷରୁ କେତେକ ଗାଁ ଗଠନ କରାଯାଇଛି । ଏହି ଗାଁ ଭୂଟାନ ଦେଶ ସୀମାର ଦୁଇ କିଲୋମିଟର…