Browsing Tag

india china conflicts

ଭାରତରେ କୋଭିଡ ସ୍ଥିତିର ମଜା କରିବା ଚୀନକୁ ପଡ଼ିଲା ଭାରି, ଖୋଦ ଚୀନ ନାଗରିକଙ୍କ ପ୍ରତିବାଦ ପରେ ଇଣ୍ଟରନେଟରୁ ହଟାଗଲା…

ଚୀନ କମ୍ୟୁନିଷ୍ଟ ପାର୍ଟି(ସିସିପି) ତରଫରୁ ଇଣ୍ଟରନେଟ ମିଡିଆରେ ଜାରି ଏକ ପୋଷ୍ଟରେ ଭାରତର କୋଭିଡ ସଙ୍କଟର ମଜା ବନାଯାଇଛି। କିନ୍ତୁ ଭାରତର ଖରାପ ଛବି ଦେଖେଇବାର ଚୀନର ଏହି କୁପ୍ରୟାସ ଓଲଟା ନିଜର ଛବି ଉପରେ ଭାରି ପଡିଯାଇଛି। ଏକ ରିପୋର୍ଟ ଅନୁସାରେ, ଇଣ୍ଟରନେଟରେ ଯେଉଁ ଆକାଉଣ୍ଟରୁ ଏଭଳି…

ଭର୍ଚୁଆଲରେ ସାମ୍ନାସାମ୍ନି ହେବେ ମୋଦି ଓ ଜିନ୍‌ପିଙ୍ଗ, ଏଲ୍‌ଏସିରେ ତିକ୍ତତା ମଧ୍ୟରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ…

କେନ୍ଯୁଜ୍ : ଭର୍ଚୁଆଲରେ ସାମ୍ନାସାମ୍ନି ହେବେ ନରେନ୍ଦ୍ର ମୋଦି ଓ ସି ଜିନ୍‌ପିଙ୍ଗ । ପୂର୍ବ ଲଦାଖର ଏଲ୍‌ଏସିରେ ତିକ୍ତତା ମଧ୍ୟରେ ବ୍ରିକ୍ସ ସମ୍ମିଳନୀରେ ଦୁଇ ନେତା ଯୋଗଦେବେ । ଶେଷ ଥର ପାଇଁ ସାଂଘାଇ ସହଯୋଗ ସଂଗଠନରେ ଉଭୟ ନେତାଙ୍କ ଭର୍ଚୁଆଲ ସାକ୍ଷାତ ହୋଇଥିଲା । ଆଜି ବ୍ରିକ୍ସ ସମ୍ମିଳନୀରେ…

କେଉଁ ଚାପରେ ପଛକୁ ଘୁଞ୍ଚିଲା ଡ୍ରାଗନ? ଜାଣନ୍ତୁ କାହିଁକି ପଛଘୁଞ୍ଚା ଦେଲା ଚୀନ ସେନା

ଶେଷରେ ଗଲଓ୍ଵାନ ଘାଟିରୁ ପଛଘୁଞ୍ଚା ଦେଲା ଚୀନ। ପାଖାପାଖି ଦୁଇ କିଲୋମିଟର ପଛକୁ ହଟିଲା ଚୀନ ସେନା । ଚିନ ସହ ଭାରତୀୟ ସେନା ବି ନିଜ ସ୍ଥାନରୁ ପଛକୁ ହଟିଛି । ଗଲଓ୍ଵାନ ନଦୀ କୂଳରେ ଥିବା ଚୀନର କ୍ୟାମ୍ପକୁ ଉଠାଇନେଇଛି ଡ୍ରାଗନ୍ ସେନା । ଏହା ସହ ଗଲଓ୍ଵାନ ଘାଟି ସୀମାରେ ଚୀନ ନିୟାଜିତ କରିଥିବା…

ଏଲ୍‌ଏସିରେ ଶକ୍ତି ପ୍ରଦର୍ଶନ କରୁଛି ବାୟୁସେନା, ଉଡ଼ିଲା ସୁଖୋଇ-୩୦ ଓ ମିଗ୍‌-୨୯; ଦେଖନ୍ତୁ ଭିଡିଓ

ଚୀନ୍‌ ସହ ଚାଲିଥିବା ଅସନ୍ତୋଷ ମଧ୍ୟରେ ଭାରତୀୟ ବାୟୁସେନା ପୁଣିଥରେ ପୂର୍ବ ଲଦାଖରେ ଏଲ୍‌ଏସିରେ ନିଜ ଶକ୍ତି ପ୍ରଦର୍ଶନ କରିଛି। ବାୟୁସେନା ନିଜ ଏୟାରବେସ୍‌ରେ ଶନିବାର ଯୁଦ୍ଧ ଅଭ୍ୟାସ କରିଛି। ଏ ଅବସରରେ ସୁଖୋଇ Su-୩୦MKI  ଓ ମିଗ୍‌ ୨୯ ବିମାନ ସହ ଆପାଚି ହେଲିକପ୍ଟର ମଧ୍ୟ ଆକାଶରେ ଉଡ଼ାଣ…

ଚୀନୀ ସେନାଙ୍କୁ ଧୁମ୍‌ ପିଟିଲେ ଭାରତୀୟ ଯବାନ୍‌, ଦେଖନ୍ତୁ ସୀମାରୁ ଭାଇରାଲ ହୋଇଥିବା ଏହି ଭିଡିଓ

ଭାରତ ମା’ ପାଇଁ ଆମ ଯବାନ ଜୀବନ ଦେବାକୁ ବି ପଛଘୁଞ୍ଚା ଦେଇନଥାନ୍ତି। ଏବେ ଚୀନ୍‌ର ଲୋଲୁପ ଦୃଷ୍ଟି ଭାରତ ମାଟି ଉପରେ ପଡ଼ିବା ପରେ ହିଂସ୍ର ହୋଇ ଉଠିଛନ୍ତି ଭାରତୀୟ ଯବାନ। ମାଟି ମା’ର ସୁରକ୍ଷା ପାଇଁ ଭାରତୀୟ ଯବାନ କ’ଣ କରିପାରନ୍ତି ତାହାର ଭିଡିଓ ଏବେ ଭାଇରାଲ ହେଉଛି। ଭାରତ ହାତରୁ ମାଡ଼…

ଚୀନୀ ସେନାଙ୍କ ବେକ ମୋଡ଼ି ଚୀନ୍‌ଠୁ ପ୍ରତିଶୋଧ ନେଲେ ଭାରତୀୟ ଯବାନ

ଚୀନ୍‌ର ବର୍ବରତାର ପ୍ରତିଶୋଧ ନେଇଛି ଭାରତ। ଗଲବାନ୍‌ ଘାଟୀରେ ଜୁନ୍‌ ୧୫ରେ ଚୀନ୍‌ ଓ ଭାରତ ମଧ୍ୟରେ ହୋଇଥିବା ଖଣ୍ଡ ଯୁଦ୍ଧର ବଦ୍‌ଲା ନେଇଛନ୍ତି ଭାରତୀୟ ଯବାନ। ଭାରତୀୟ ସୈନ୍ୟମାନେ ଚୀନ୍‌ ଯବାନଙ୍କର ତଣ୍ଟି ମୋଡ଼ିଦେଇଥିବା ଜଣାଯାଇଛି। ରିପୋର୍ଟ ମୁତାବକ ଭାରତ ଓ ଚୀନ୍‌ ମଧ୍ୟରେ ପ୍ରାୟ ୪ ଘଣ୍ଟା…

ରାଗିଯାଇ ବାଲକୋନିରୁ ‘ମେଡ୍‌ ଇନ୍‌ ଚାଇନା’ ଟିଭି ଫିଙ୍ଗିଲେ ବ୍ୟକ୍ତି, ଲୋକ କହିଲେ ‘ଗୋ ଚାଇନା ଗୋ’… ଦେଖନ୍ତୁ…

ଲଦାଖରେ ଭାରତ ଓ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ମାଡ଼ପିଟ୍‌ ଓ ୨୦ ଜଣ ଯବାନ ସହିଦ ହେବା ପରେ ସାରା ଦେଶ ଚୀନ୍‌ ସାମଗ୍ରୀକୁ ବହିଷ୍କାର କରିବାକୁ ଅପିଲ କରାଯାଉଛି। ରିପୋର୍ଟ ମୁତାବକ ଏବେ ଲୋକମାନେ ଚୀନ୍‌ର ପତାକା ଓ ଚୀନ୍‌ ସାମଗ୍ରୀକୁ ଜଳାଇ ଦେଉଛନ୍ତି। ଏଥିସହ ରାଷ୍ଟ୍ରପତି ସି…

ସୀମାରେ ଉତ୍ତେଜନା ପରେ ଏବେ ଭାରତର ବ୍ୟାଙ୍କିଂ ସିଷ୍ଟମ୍‌ ନେଟ୍‌ଓ୍ଵାର୍କ ଉପରେ ସାଇବର ଆଟାକ୍‌ କରିବାକୁ ଯୋଜନା ଚଳାଇଛି…

ଲଦାଖର ଗଲବାନ୍‌ ଘାଟୀରେ ହୋଇଥିବା ଗଣ୍ଡଗୋଳ ମାଧ୍ୟମରେ ଭାରତକୁ ଆକ୍ରମଣ କରିଥିବା ଚୀନ୍‌ ଉପରେ ଏବେ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଚୀନ୍‌ର ସୈନିକମାନେ ପାହାଡ଼ ଉପରେ ଭାରତୀୟ ଯବାନଙ୍କୁ ଲୁହା ରଡ଼ରେ କଣ୍ଟାଳିଆ ତାର ବାନ୍ଧି ଯେଉଁଭଳି ଭାବେ ମାଡ଼ ମାରିଥିଲେ ଓ ପଥର ବର୍ଷା…