Browsing Tag

india corona

ସାରା ବିଶ୍ୱରେ ରେକର୍ଡ: ଦ୍ୱିତୀୟ ଦିନ ପାଇଁ ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ଉପରେ ନୂଆ ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୦ ହଜାର ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଲଗାତର ଦ୍ୱିତୀୟ ଦିନ ପାଇଁ ୩ ଲକ୍ଷ ଉପରେ ରହିଛି ସଂକ୍ରମଣ । ଯାହାକି ସାରା ବିଶ୍ୱରେ ରେକର୍ଡ । କୌଣସି ଦେଶରେ ଲଗାତର ଦ୍ୱିତୀୟ ଦିନ ଧରି ୩ଲକ୍ଷ ଉପରେ କରୋନା ସଂକ୍ରମଣ ରହିବା ପ୍ରଥମ । ଯଦି ଏହି…

ଗତ ୧୨ ଦିନ ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ହାର ଦ୍ୱିଗୁଣିତ: ଆଜି ଦିନକରେ ୨ଲକ୍ଷ ୭୩ ହଜାର ୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା । ଦେଶରେ ଦିନକରେ ୨ଲକ୍ଷ ୭୩ ହଜାର ୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ କରୋନାରେ ୧୬୧୯ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତର ପଞ୍ଚମ ଦିନରେ ୨ ଲକ୍ଷ ଉପରେ ପଜିଟିଭ୍‌ ଆସୁଛି । ଏବେ…

ଦେଶରେ କାୟା ମାଲାଉଛି କରୋନା: ୨୪ ଘଣ୍ଟାରେ ୨ଲକ୍ଷ ୩୪ ହଜାର ୬୯୨ ନୂଆ ପଜିଟିଭ୍‌, ୧୩୪୧ମୃତ

ନୂଆଦିଲ୍ଲୀ: ଦେଶରେ କାୟା ମାଲାଉଛି କରୋନା । ତାସହ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ କରୋନା ନେଇଛି ୧୩ ଶହ ୪୧ ଜୀବନ । ସେହିପରି କ୍ରମାଗତ ଦ୍ୱିତୀୟ ଦିନରେ ଦେଶରେ ୨ଲକ୍ଷ ଉପରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୪ ହଜାର ୬୯୨…

ଦେଶରେ ମାଡି ଚାଲିଛି କରୋନା ଭାଇରସ୍: ୨୪ ଘଣ୍ଟାରେ ୧ଲକ୍ଷ ୪୫ ହଜାର ୩୮୪ ନୂଆ ପଜିଟିଭ୍‌ ଚିହ୍ନଟ, ୭୯୪ମୃତ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ଭାଇରସ । ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୪୫ ହଜାର ୩୮୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୭୯୪ ଜଣଙ୍କ ମୃତ୍ୟୁ ହୋଇଛି । ସାରାଦେଶରେ ୧୦ ଲକ୍ଷ ୪୬ ହଜାର ୬୩୧ ଆକ୍ଟିଭ୍‌…

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦେଶରେ ପ୍ରଥମ ଥର ପାଇଁ ଦିନକରେ ଏକ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରଣର ସବୁ ରେକର୍ଡ ଭାଙ୍ଗିଲା କରୋନା । ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ । ପ୍ରଥମ ଥର ପାଇଁ ରେକର୍ଡ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଦେଶରେ ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଗୋଟିଏ ଦିନରେ ସବୁଠୁ ଅଧିକ ୯୮ ହଜାର…

ଦେଶରେ ୨୪ ଘଣ୍ଟାରେ ପାଖାପାଖି ୯୦ ହଜାର ପଜିଟିଭ୍ ଚିହ୍ନଟ, ଗଲା ୭୧୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ବଢୁଛି ସଂକ୍ରମଣ, ବଢୁଛି ମୃତ୍ୟୁ । ଦେଶରେ ୨୪ ଘଣ୍ଟାରେ ପାଖାପାଖି ୯୦ ହଜାର ପଜିଟିଭ୍‌ । ଗୋଟିଏ ଦିନରେ ୮୯ ହଜାର ୧୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୭୧୪ ଜଣଙ୍କ ଜୀବନ ଯାଇଛି । ୧୯୫ ଦିନ ପରେ ଗୋଟିଏ ଦିନରେ ରେକର୍ଡ ୮୯ ହଜାର ୧୨୯ ପଜିଟିଭ୍‌ ହୋଇଛନ୍ତି…

ଗୋଟିଏ ଦିନରେ ଦେଶରେ ୮୧ ହଜାର ୪୬୬ ନୂଆ ପଜିଟିଭ୍‌ ଚିହ୍ନଟ, ଗଲା ୪୬୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦୈନିକ ସଂକ୍ରମଣରେ କରୋନାର ବଡ ବଡ଼ ଲମ୍ଫ । ପ୍ରତ୍ୟେକ ଦିନ ଭାଙ୍ଗୁଛି ରେକର୍ଡ । ଏପ୍ରିଲରେ ଗତ ବର୍ଷ ସେପ୍ଟେମ୍ବର ଅକ୍ଟୋବର ମାସ ପରି ସ୍ଥିତି । ଗତକାଲି ୭୨ ହଜାର, ଆଜି ୮୧ ହଜାର ପାର । ଗୋଟିଏ ଦିନରେ ଦେଶରେ ୮୧ ହଜାର ୪୬୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତ ୬ ମାସ ପରେ…

ଦେଶରେ ଗତ ୨୪ ଘଣ୍ଟାରେ ୪୮ ହଜାର ୯୧୬ ନୂଆ ଆକ୍ରାନ୍ତ ଚିହ୍ନଟ, ୭୫୭ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ମୃତ୍ୟୁସଂଖ୍ୟା ୩୧ ହଜାର ୩୫୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୪୮ ହଜାର ୯୧୬ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୭୫୭ ଜଣଙ୍କର ଜୀବନ ନେଇଛି ଭାଇରସ୍‌। ଦେଶରେ ୧୩ ଲକ୍ଷ ୩୬ ହଜାର ୮୬୧…

ଦେଶରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ଟପିଲା ୨୦ ହଜାର; ମୃତ୍ୟୁ ହୋଇଛି ୬୫୨ ଜଣଙ୍କର

ନୂଆଦିଲ୍ଲୀ : ସବୁ କଟକଣା ଓ ବ୍ୟବସ୍ଥା ଯେମିତି କରୋନା ଭାଇରସ୍‌ ଆଗରେ ହାର୍‌ ମାନିଛି । ଆଜି ସୁଦ୍ଧା ଭାରତରେ କରୋନା ପଜେଟିଭ୍‌ଙ୍କ ସଂଖ୍ୟା ୨୦,୪୭୧ରେ ପହଞ୍ଚିଛି । ସେପଟେ ମୃତ୍ୟୁ ସଂଖ୍ୟା ହୋଇଛି ୬୫୨ । ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ…