Browsing Tag

india covid vaccine

ଗତକାଲି ଟିକାକରଣ ପାଇଁ Co-Win ପୋର୍ଟାଲ୍‌ରେ ୨୫ ଲକ୍ଷ ପଞ୍ଜୀକରଣ, ୪ ଲକ୍ଷ ୨୭ ହଜାର ଜଣଙ୍କୁ ଦିଆଗଲା ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ସାରା ଦେଶରେ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ । ଅନେକ ଲୋକ ଟିକା ନେଇଥିବା ବେଳେ ଲକ୍ଷ ଲକ୍ଷ ଲୋକ CoWIN ପୋର୍ଟାଲ୍‌ରେ ପଞ୍ଜୀକରଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ମାର୍ଚ୍ଚ ୧ ତାରିଖରେ CoWIN ପୋର୍ଟାଲ୍‌ରେ ୨୫ ଲକ୍ଷ…