Browsing Tag

india cricket

ପନ୍ତଙ୍କ ଶତକ ସତ୍ତ୍ୱେ ଘରୋଇ ଦଳ କବଜାରେ ମ୍ୟାଚ, ସିରିଜ ଜିତିବାକୁ ଭାରତକୁ ଦରକାର ୮ ଓ୍ଵିକେଟ

ରୋମାଞ୍ଚକର ସ୍ଥିତିରେ କେପ୍ଟାଉନ ଟେଷ୍ଟ । ପନ୍ତଙ୍କ ଶତକ ସତ୍ତ୍ୱେ ଘରୋଇ ଦଳ କବ୍ଜାରେ ମ୍ୟାଚ । ୨୧୨ ରନ୍  ପିଛା କରୁଥିବା ଦକ୍ଷିଣଆଫ୍ରିକା ଦଳ ୨ ଓ୍ଵିକେଟ୍ ହରାଇ ୧୦୧ ରନ୍ କରିଛି । ସିରିଜ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୧୧ ଆବଶ୍ୟକ ଥିବାବେଳେ ଭାରତକୁ ଜିତିବା ପାଇଁ ଆବଶ୍ୟକ ରହିଛି ୮…

କୋହଲିଙ୍କ ଏଭଳି କଥା ପରେ ଟିମ ଇଣ୍ଡିଆ ଅଧିନାୟକ ହୋଇପାରନ୍ତି ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା

କେନ୍ୟୁଜ:ରୋହିତ ଶର୍ମା ହୋଇପାରନ୍ତି କ୍ୟାପଟେନ । ଟିମ ଇଣ୍ଡିଆ କ୍ରିକେଟର ଅଧିନାୟକ ହୋଇପାରନ୍ତି ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା । ଟି-୨୦ ବିଶ୍ୱକପ ପରେ ରୋହିତ ଶର୍ମା ଟିମ ଇଣ୍ଡିଆର କ୍ୟାପଟେନ ହେବେ ବୋଲି ଜଣାପଡିଛି । ସେ ଦିନିକିଆ ଓ ଟି-୨୦ ମ୍ୟାଚରେ ଅଧିନାୟକ ଭାର ତୁଲାଇବେ । ହ୍ଵାଇଟ…

ମେ ଫେୟାରର ସୁଇମିଂ ପୁଲରେ ଛୋଟ ଛୁଆଙ୍କ ଭଳି ଜଳକ୍ରୀଡାର ମଜା ଉଠାଇଲେ ବିରାଟ ବାହିନୀ, ଦେଖନ୍ତୁ ଭିଡିଓ  

କେନ୍ୟୁଜ୍(ବ୍ୟୁରୋ):  ମେ ଫେୟାରର ସୁଇମ ପୁଲରେ ମଜା ଉଠାଇଲେ ଭାରତୀୟ କ୍ରିକେଟ ଟିମ୍। ଛୋଟପିଲାଙ୍କ ଭଳି ପରସ୍ପରଙ୍କ ପାଣିରେ ବଲ  ଖେଳିଲେ ଖେଳାଳି। ବାରବାଟୀ ମ୍ୟାଚ ପୂର୍ବରୁ ଆଜି  ସକାଳର ଏହି  ଦ୍‌ଶ୍ୟ ଥିଲା। ଖେଳାଳି ମାନଙ୍କ ୪୦ ସେକେଣ୍ଡର  ଭିଡିଓଟି ବେଶ୍ ମନୋରଞ୍ଜନର ଖୋରାକ୍ ଯୋଗାଉଛି…

ଏସିଆ କପ୍ ଚାମ୍ପିୟନ୍ ହେବା ପାଇଁ ଭାରତକୁ କରିବାକୁ ପଡ଼ିବ ଏହି ପରିବର୍ତ୍ତନ, ନହେଲେ ପଡ଼ିପାରେ ମହଙ୍ଗା

ନୂଆଦିଲ୍ଲୀ : ୟୁଏଇରେ ଚାଲିଥିବା ଏସିଆ କପର ଫାଇନାଲ ମୁକାବିଲା ଆସନ୍ତାକାଲି ହେବାକୁ ଯାଉଛି। ଏନେଇ ଦର୍ଶକଙ୍କ ମନରେ ଭରି ରହିଛି ଉତ୍ସାହ। ଫାଇନାଲ ଖେଳ ହେବ ଦୁବାଇ ଇଣ୍ଟରନ୍ଯାସନାଲ କ୍ରିକେଟ ଷ୍ଟାଡ଼ିୟମରେ । ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ । ତେବେ ଏହି ମ୍ୟାଚରେ ଭାରତୀୟ…