Browsing Tag

INDIA-ENGLAND LAST TEST

ଅନ୍ତିମ ଟେଷ୍ଟ : ଇଂଲଣ୍ଡ ପ୍ରଥମ ଇନିଂସରେ ୩୩୨ ରନ୍ କରି ଅଲଆଉଟ୍

ଲଣ୍ଡନ : ପଞ୍ଚମ ତଥା ଅନ୍ତିମ କ୍ରିକେଟ୍ ଟେଷ୍ଟର ପ୍ରଥମ ଇନିଂସରେ ୩୩୨ ରନ୍ କରି ଅଲଆଉଟ୍ ହୋଇଛି ଘରୋଇ ଇଂଲଣ୍ଡ ଦଳ । ଗତକାଲି ୱିକେଟରେ ୧୯୭ ରନରୁ ଖେଳି ଆରମ୍ଭ କରିଥିବା ଇଂଲଣ୍ଡ ଦଳକୁ ଭାରତୀୟ ବୋଲର ଖୁବ୍ ଶୀଘ୍ର ଆଉଟ୍ କରିଦେବେ ବୋଲି ମନେ ହେଉଥିଲା । ହେଲେ ବଟଲର ଓ ବ୍ରଡ୍ ନବମ ୱିକେଟରେ ୯୮…

ଓଭାଲ ଟେଷ୍ଟ : ଇଂଲଣ୍ଡ ୭ ୱିକେଟରେ ୧୯୮

ଲଣ୍ଡନ :  ଆଜି ଓଭାଲ ଟେଷ୍ଟର ଦ୍ୱିତୀୟ ଦିନ । ଗତକାଲିର ଅସମାପ୍ତ ୧୯୮ ରନରୁ ଖେଳ ଆରମ୍ଭ କରିବ ଇଂଲଣ୍ଡ । ଦଳ ସାତଟି ଓ୍ଵିକେଟ ହରାଇଛି । ବଟଲର ଓ ରସିଦ ଅପରାଜିତ ଅଛନ୍ତି । ଗତକାଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ଦମଦାର ଖେଳ ଆରମ୍ଭ କରିଥିଲା । ଓପନର ଆଲିଷ୍ଟର କୁକ୍‌…

ଅନ୍ତିମ ଟେଷ୍ଟ : ଲଞ୍ଚ୍ ସୁଦ୍ଧା ଇଂଲଣ୍ଡ ୬୮/୧

ଲଣ୍ଡନ୍ : ଓଭାଲଠାରେ ଆରମ୍ଭ ହୋଇଥିବା ପଞ୍ଚମ ତଥା ଶେଷ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରୁଛି  ଘରୋଇ ଇଂଲଣ୍ଡ ଦଳ । ଆଜି ପ୍ରଥମ ଦିନ ଲଞ୍ଚ ସୁଦ୍ଧା ଓପ୍ନର ଜେନିଙ୍ଗସଙ୍କ ୱିକେଟ୍ ହରାଇ ଇଂଲଣ୍ଡ କରିଛି ୬୮ ରନ୍ । ଜେନିଂସ୍ ୨୩ ରନ୍ କରି ଭାରତୀୟ ଅଲରାଉଣ୍ଡର ଜାଡେଜାଙ୍କ ବଲରେ ଲୋକେଶ ରାହୁଲଙ୍କ…

ଅନ୍ତିମ ଟେଷ୍ଟ : ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ, ଭାରତୀୟ ଦଳରେ ବିହାରୀ ଓ ଜାଡେଜା

ଲଣ୍ଡନ : ଓଭାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି ଚଳିତ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ୍ । ଘରୋଇ ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଖେଳ ଆରମ୍ଭ ହେବା ପୂର୍ବରୁ ଏଠାରେ ତାଙ୍କର ବିଦାୟୀ ଟେଷ୍ଟ ଖେଳୁଥିବା ଇଂଲଣ୍ଡ ଓପ୍ନର ଆଲେଷ୍ଟର କୁକଙ୍କୁ ଭାରତୀୟ…

ଶେଷ ଲଢ଼େଇରେ ଭାରତ ଓ ଇଂଲଣ୍ଡ

ଲଣ୍ଡନ : ଆଉ କିଛି ସମୟ ପରେ ଓଭାଲରେ ଆରମ୍ଭ ହେବ ଭାରତ-ଇଂଲଣ୍ଡ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍ । ଘରୋଇ ଇଂଲଣ୍ଡ ଦଳ ୩-୧ରେ ଆଗୁଆ ରହି ସିରିଜ୍ ଜିତି ସାରିଛି । ଶେଷ ମ୍ୟାଚ୍ ଜିତି ୪-୧ରେ ଭାରତକୁ ମାତ୍ ଦେବାକୁ ଲକ୍ଷ୍ୟ ରଖିଛି । ସେପଟେ ଏହି ମ୍ୟାଚ୍ ଜିତିଲେ ଅନ୍ତତଃ ଭାରତୀୟ ଦଳ କିଛିଟା…