ଆଜି ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ, ପ୍ରତିଶୋଧ ନେବା ଲକ୍ଷରେ ଟିମ ଇଣ୍ଡିଆ
ଆଜିଠୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ହେବ । ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତିନି ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ହାମ୍ପସାୟାରର ଏଜେସ୍ ବାେଓ୍ଵଲଠାରେ ଖେଳାଯିବ। ଏହି ମ୍ୟାଚରେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ । ସୂଚନା ଦେବା ଉଚିତ…