ଆଜିଠୁ ମାଞ୍ଚେଷ୍ଟରରେ ଖେଳାଯିବ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ
ଆଜିଠୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ । ମାଞ୍ଚେଷ୍ଟରରେ ଖେଳାଯିବ ଏହି ମ୍ୟାଚ୍ । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡକୁ ୧୫୭ ରନରେ ହରାଇଥିଲା । ଫର୍ମରେ ନଥିବା ଅଜିଙ୍କ୍ୟ ରାହାଣେଙ୍କ…