ଚୀନ୍ କବଳରୁ ଭାରତୀୟ କମ୍ପାନୀଗୁଡ଼ିକୁ ବଞ୍ଚାଇବା ପାଇଁ କେନ୍ଦ୍ରସରକାର ଏଫ୍ଡିଆଇ ନିୟମରେ ଏମିତି କଲେ ପରିବର୍ତ୍ତନ
କରୋନା ଭାଇରସ୍ ଯୋଗୁ ବିକଶିତ ରାଷ୍ଟ୍ରର ଅର୍ଥବ୍ୟବସ୍ଥା ଭାଙ୍ଗି ପଡ଼ିଛି । ଏହି ମଉକାର ଫାଇଦା ନେବାକୁ ଚୀନ୍ ଏବେ ଚିନ୍ତା କରୁଥିବାରୁ ବିଭିନ୍ନ ଦେଶ ଏବେ ତା’ର ଏଫ୍ଡିଆଇ ନିୟମରେ ପରିବର୍ତ୍ତନ ଆଣିଛି ।
ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ତା’ର ଏଫ୍ଡିଆଇ ନିୟମରେ ପରିବର୍ତ୍ତନ…