ସେଲଫି ମୃତ୍ୟୁରେ ବିଶ୍ୱରେ ସବୁଠୁ ଆଗରେ ରହିଛି ଭାରତ
ନୂଆଦିଲ୍ଲୀ : ନିକଟରେ ଉଦଘାଟିତ ହୋଇଥିବା ଦିଲ୍ଲୀର ସିଗନେଚର ବ୍ରିଜ୍ ଉପରେ ସେଲଫି ଉଠାଇବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ବିପଜ୍ଜନକ ଭାବେ ସେଲଫି ନେଇ ଅନେକ ଲୋକ କରୁଛନ୍ତି । ଇଏ ବସ୍ତବତା ହେଉଛି ସାରା ବିଶ୍ୱର । ତେବେ ସର୍ବାଧିକ ଅଘଟଣ ଘଟୁଛି ଭାରତରେ । ଆମେରିକାର କାର୍ନେଗି…