Browsing Tag

INDIA-INDIES 2ND ODI TOMORROW

ଆସନ୍ତାକାଲି ଦ୍ବିତୀୟ ଦିନିକିଆ, କୋହଲିଙ୍କୁ ଅପେକ୍ଷା କରିଛି ଆଉ ଏକ ବିଶ୍ବ ରେକର୍ଡ଼

ନୂଆଦିଲ୍ଲୀ : ଆସନ୍ତାକାଲି ବିଶାଖାପାଟଣାରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଅତି ସହଜରେ ୮ ୱିକେଟରେ ଜିତି ସିରିଜରେ ୧-୦ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ । ତେଣୁ ଆଉ ଏକ ବିଜୟ ହାସଲ କରି ସ୍ଥିତି ଦୃଢ଼ କରିବା ଲକ୍ଷ୍ୟରେ ରହିଛି ଘରୋଇ ଦଳ…