Browsing Tag

INDIA-INDIES 2nd TEST update

ଚେଜଙ୍କ ଶତକ, ଇଣ୍ଡିଜ୍ ୩୧୧ ରନରେ ଅଲଆଉଟ୍

ହାଇଦ୍ରାବାଦ : ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୧୧ ରନ୍ କରି ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍ । ତେବେ ଗତକାଲି ୯୮ ରନ୍ କରି ଅପରାଜିତ ଥିବା ଚେଜ୍ ରୋଷ୍ଟନ ଶତକ ହାସଲ କରିଛନ୍ତି । ସେ ୧୦୬ ରନ୍ କରି ଉମେଶ ଯାଦବଙ୍କ ବଲରେ ବୋଲଡ୍ ହୋଇ ଯାଇଥିଲେ । ଏହା ତାଙ୍କର ଚତୁର୍ଥ ଟେଷ୍ଟ ଶତକ । ୨୦୧୧ରେ…