Browsing Tag

india latest corona update

ଦେଶରେ ୩୦ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟା ଭିତରେ ସର୍ବାଧିକ ୪୯,୩୧୦ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା ଭାଇରସ୍। ଏହାରି ଭିତରେ ଦେଶରେ ୩୦ହଜାର ଟପିଲା ମୃତ୍ୟୁ ସଂଖ୍ୟା । ସୂଚନା ମୁତାବକ ୩୦ହଜାର ୬୦୧କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ସବୁ ରେକର୍ଡ ଭାଙ୍ଗି ସର୍ବାଧିକ ୪୯ହଜାର ୩୧୦ଜଣ ଆକ୍ରାନ୍ତ ହୋଇଛନ୍ତି।…