Browsing Tag

india-nepal controvercial map

ଭାରତର ସ୍ଥାନକୁ ନିଜର ବୋଲି ଦର୍ଶାଇ ନକ୍ସାରେ ସ୍ଥାନିତ କଲା ନେପାଳ, ଜବାବରେ ଭାରତ କହିଲା…

ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ କ୍ରମଶଃ ବଢ଼ିବାରେ ଲାଗିଛି। ନେପାଳ ସରକାରଙ୍କ ତରଫରୁ ବୁଧବାର ଦିନ ଦେଶର ଏକ ନୂଆ ତଥା ବିବାଦୀୟ ନକ୍ସା ଜାରି କରାଯାଇଛି। ନକ୍ସାରେ ଲିପୁଲେଖ, କଳାପାଣି, ଲିମ୍ପିୟାଧୁରାରେ ଥିବା ଭାରତର ଅଞ୍ଚଳକୁ ନେପାଳର ବୋଲି ଦର୍ଶାଯାଇଛି। ନେପାଳର ଭୂ-ପ୍ରବନ୍ଧନ ଓ…