Browsing Tag

India-Nepal train service

ଭିସା ଓ ପାସପୋର୍ଟ ବିନା କରିପାରିବେ ବିଦେଶ ଯାତ୍ରା

ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ଖବୁଶୀଘ୍ର ରେଳସେବା ଆରମ୍ଭ ହେବାକୁ ଯାଉଛି। ଟ୍ରେନ ବିହାରର ଜୟନଗରରୁ ନେପାଳର କୁର୍ଥା ପର୍ଯ୍ୟନ୍ତ ବ୍ରଡଗେଜ ଲାଇନରେ ଚାଲିବ। କୁର୍ଥା ଷ୍ଟେସନ ନେପାଳର ଧନୁଷା ଜିଲ୍ଲାରେ ରହିଛି, ଯାହା ଜନକପୁର ଜୋନରେ ଆସୁଛି। ଯଦି ପ୍ରଥମ ଥର ଦୁଇ ଦେଶର ସୀମା ପାର…