Browsing Tag

INDIA-NEW ZELAND LAST T-20

ଅନ୍ତିମ ଟି-୨୦ : ଭାରତ ଆଗରେ ୨୧୩ ରନ୍‌ର ବିଜୟଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ହାମିଲଟନ୍‌ : ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ ଜିତିବା ପାଇଁ ନ୍ୟୁଜିଲାଣ୍ଡ ଦଳ ଭାରତ ଆଗରେ ରଖିଛି ୨୧୩ ରନ୍‌ର ବିଜୟଲକ୍ଷ୍ୟ । ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୨୧୨ ରନ୍‌ କରିଛି । ଏହି ମ୍ୟାଚ୍‌ ଯିଏ ଜିତିବ ସେହି ଦଳ ସିରିଜ୍‌ ବିଜୟୀ ହେବ । ଭାରତକୁ ଏବେ ଓଭର…