Browsing Tag

INDIA-NEWZELAND 2ST T-20

ଶେଷ ବଲ୍‌ରେ ହାରିଗଲା ଭାରତୀୟ ମହିଳା ଦଳ, ଟି-୨୦ ସିରିଜ୍‌ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ : ଦ୍ୱିତୀୟ ଟି-୨୦ରେ ଶେଷ ବଲ୍‌ରେ ହାରିଗଲା ଭାରତୀୟ ମହିଳା ଦଳ । ୨-୦ରେ ଆଗୁଆ ରହି ଘରୋଇ ନ୍ୟୁଜିଲାଣ୍ଡ ଦଳ ସିରିଜ୍‌ ବିଜୟୀ ହେଲା । ଆଜି ଅକଲାଣ୍ଡରେ ଖେଳା ଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ଟି ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା । ଶେଷ ପର୍ଯ୍ୟନ୍ତ ଜଣାପଡୁନଥିଲା କିଏ…