Browsing Tag

INDIA-NEWZELAND LAST ODI TOMORROW

କାଲି ଶେଷ ଦିନିକିଆ, ପୂର୍ବ ମ୍ୟାଚ୍‌ ହାରିବା ପରେ ସତର୍କ ହୋଇଛି ଟିମ୍‌ ଇଣ୍ଡିଆ

େଓ୍ଵଲିଂଟନ୍‌ : ଆସନ୍ତାକାଲି ଏଠାରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ତଥା ଅନ୍ତିମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ । ଭାରତ ଏହି ସିରିଜ୍‌ରେ ୪-୧ରେ ଆଗୁଆ ରହି ୧୦ ବର୍ଷ ପରେ ସିରିଜ୍‌ ଜିତି ସାରିଛି । ତେବେ ଆଗାମୀ ବିଶ୍ୱ କପ୍‌ ଉପରେ ନଜର ରଖିଥିବା ଟିମ୍‌ ଇଣ୍ଡିଆ ଗତ…